।। ଥୁଆମୂଳ ରାମପୁର ରେ ମିଶନ ଶକ୍ତି କାଫେ ସେଣ୍ଟର ଉଦଘାଟନ ଉତ୍ସବ ।।

Dec 12, 2023 - 11:50
 0  25
।। ଥୁଆମୂଳ ରାମପୁର ରେ ମିଶନ ଶକ୍ତି କାଫେ ସେଣ୍ଟର ଉଦଘାଟନ ଉତ୍ସବ ।।

କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ରେ ମିଶନ୍ ଶକ୍ତି କାଫେ ସେଣ୍ଟର ଜିଲ୍ଲା ଅତିରିକ୍ତ ମାଜିଷ୍ଟ୍ରେଟ (ରେଭେନ୍ଵୁ) ଶ୍ରୀ ତ୍ରିଲୋଚନ ପାତ୍ର ଙ୍କ ଦ୍ବାରା ଉଦଘାଟନ ହୋଇଯାଇଛି। ମିସ୍ସିଓନ ଶକ୍ତି କାଫେ ଥୁଆମୂଳ ରାମପୁର ସୈଲ୍ଯସୂତା ବ୍ଳକ ସ୍ତରୀୟ ଫେଡେରସନ ଥୁଆମୂଳ ରାମପୁର ମିଶନ୍ ଶକ୍ତି ବିଭାଗ ଓଡିଶା ସରକାରଙ୍କ ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ବିପିଏମ୍ ଓଏଲଏମ୍ ସୌମ୍ଯ ରଞ୍ଜନ ମହାପାତ୍ର, ବିପିଏସିଏ ଶ୍ରୀ ଦିବ୍ୟ ରଞ୍ଜନ ନାଏକ, ବିଏଓ ଏଭିଏସ ମିଲେଟ୍ ମିସ୍ସିଓନ ବିପିସି ପରିଚାଳନା କରିଥିଲେ। ଏହି ଉଦଘାଟନି ଉତ୍ସବରେ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଧ୍ରୃବଚରଣ ମୁଦୁଲି, ଏଇ ଦିଲ୍ଲୀପ ପଟେଲ, ସିଡିପିଓ ଶ୍ରୀମତୀ ସବିତା ସମନଦାର, ଥୁଆମୂଳ ରାମପୁର କୃଷି ଅଧିକାରୀ ଥୁଆମୂଳ ରାମପୁର ସ୍ଥାନୀୟ ମହିଳା ପରିଦର୍ଶିକା ସରୋଜା ସେଠୀ, ଗୁଣପୁର ମହିଳା ପରିଦର୍ଶିକା ଜାନକୀ ମାଝୀ, ଅଡ୍ରୀ ମହିଳା ପରିଦର୍ଶିକା ସଭ୍ଯା ରାଣୀ ମାଝୀ, ବଡଛତରଙ୍ଗ ମହିଳା ପରିଦର୍ଶିକା ସିମିତା ମାଝୀ ପ୍ରମୁଖ ଉପସ୍ଥିତ ରହିଥିଲେ। ଏହି ଉଦଘାଟନ ଉତ୍ସବ ମିଶନ୍ ଶକ୍ତିର ସଭାପତି ରଶ୍ମିତା ନାଏକ ଓ ସେକ୍ରେଟାରୀ ସନ୍ତସିଲା ନାଏକ କାର୍ଯ୍ୟକ୍ରମ କୁ ସହଯୋଗ କରିଥିଲେ।

କଳାହାଣ୍ଡି ଜିଲ୍ଲା ରୁ ମକୁନ୍ଦ ନାଏକଙ୍କ ରିପୋର୍ଟ କରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ