।। ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ ।।
ତୁମୁଡିବନ୍ଧ,(ଫାଷ୍ଟ୍ ନ୍ୟୁଜ୍ ଓଡ଼ିଶା) ତୁମୁଡିବନ୍ଧ ବ୍ଲକ ସଭାଗୃହରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଳୀ ଶେଷ ହୋଇଛି. ଜିଲ୍ଲାର ସମସ୍ତ ବିଭାଗରୁ ଅଫିସର ମାନେ ଉପସ୍ଥିତ ଥିଲେ. ଏହି ଶୁଣାଳୀ ରେ ମୋଟ 70ଟି ଅଭିଯୋଗ ଆସିଥିବା ବେଳେ ପାଖପାଖି 20ଟି ସାମୁହିକ ଏବଂ 50ଟି ବ୍ୟକ୍ତିଗତ ଅଭିଯୋଗ ଆସିଥିଲା. ମୁଖ୍ୟତଃ ରାସ୍ତାଘାଟ, ବିଦ୍ୟୁତ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଏବଂ ବେଲଘର ନିର୍ମାଣ ଧୀନ ରାସ୍ତା କୁ ନେଉ ଅଭଯୋଗ ଆସିଥିଲା . ଆଜିର ଏହି କାର୍ଯ୍ୟକ୍ରମ ରେ ଜିଲ୍ଲାପାଳ ବେଦ ଭୂଷଣ , କନ୍ଧମାଳ ଆରକ୍ଷୀ ଅଧିକ୍ଷକ ହରିଶ ବିଶି, ପିଡି କନ୍ଧମାଳଶମ୍ଭୁନାଥ ନନ୍ଦୀ, କୋଟଗଡ଼ ଗୋଷ୍ଠୀଉନୟନ ଅଧିକାରୀ, ସ୍ଵାସ୍ତ୍ୟ ବିଭାଗ ଅଧିକାରୀ , ପାନୀୟ ଜଳ ବିଭାଗ ଅଧିକାରୀ ରାମଚନ୍ଦ୍ର ଚୌଧୁରୀ ଉପସ୍ଥିତ ଥିଲେ.
କନ୍ଦମାଲ ରୁ ବାଳକୃଷ୍ଣ ଚର୍ଚିଙ୍କ ରିପୋର୍ଟ ଫାଷ୍ଟ୍ ନ୍ୟୁଜ୍ ଓଡ଼ିଶ
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0