।। ଛାତ୍ର ଛାତ୍ରୀ ମାନଙ୍କୁ ଥଣ୍ଡା ସରବତ ଏବଂ ପାନୀୟ ଜଳ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ।।
ନୂଆପଡା : ଆଜି ଖରିଆର ରୋଡ ସ୍ଥିତ ଗୋପବନ୍ଧୁ ସ୍କୁଲ ସାମନାରେ ମାଟ୍ରିକ ପରୀକ୍ଷା ର ଅନ୍ତିମ ଦିନରେ ଛାତ୍ର ଛାତ୍ରୀ ମାନଙ୍କୁ ଥଣ୍ଡା ସରବତ ଏବଂ ପାନୀୟ ଜଳ ବଣ୍ଟନ କାର୍ଯ୍ୟକ୍ରମ ରଖାଯାଇଥିଲା l ଦିନକୁ ଦିନ ଗ୍ରୀଷ୍ମ ପ୍ରଭାହ ଅନୁଭୂତି ହେଉଥିବାବେଳେ ଉକ୍ତ କାର୍ଯ୍ୟକ୍ରମଟି ବିଜୁ ଜନତା ଦଳ ର ନଗର ଅଧ୍ୟକ୍ଷ ସୁନୀଲ ଗୋଲୀ ତିୱାରୀ ଏବଂ ବିଜୁ ଛାତ୍ର ଜନତା ଦଳର ନଗର ଅଧ୍ୟକ୍ଷ ମନୀଷ ଦେବାଙ୍ଗନ ମିଳିତ ଉଦ୍ୟମରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମରେ ସଙ୍ଗଠନର କର୍ମକର୍ତା ଈଶ୍ୱର ସାହୁ, ଖିରୋଦ ବଂଜାରା ପ୍ରମୁଖ ସହଯୋଗ ପ୍ରଦାନ କରିଥିଲେ l
ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0