।। କୌଣସି କାରଣରୁ ଜଳିଗଲା ପାନ ଦୋକାନ ।।

Jun 22, 2024 - 18:29
 0  16
।। କୌଣସି କାରଣରୁ ଜଳିଗଲା ପାନ ଦୋକାନ  ।।

କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ତାରିଣୀ ମନ୍ଦିର ଚାରି ନମ୍ୱର ଗେଟ ସମ୍ମୁଖରେ ଥିବା ଟୁନା ପାନ ଦୋକାନ ଆଜି ସକାଳୁ ଜଳି ପୋଡ଼ି ପାଉଁଶ ହୋଇଯାଇଛି।ସୂଚନା ଅନୁଯାୟୀ ରାତିରେ ଟୁନା ବାବୁ ଦୋକାନ ବନ୍ଦ କରି ଘରକୁ ଯାଇଥିଲେ। ସକାଳୁ ଦୋକାନ ଭିତରୁ ଧୂଆଁ ବାହାରୁଥିବା ଖବର ପାଇ ଦୋକାନ କୁ ଆସି ନିଆଁ ଲାଗିଥିଲା ସଙ୍ଗେ ସଙ୍ଗେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁ କୁ ଆୟତ୍ତ କରିଥିଲେ ସେତେବେଳକୁ ଦୋକାନର ସମସ୍ତ ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଥିଲା।ତେବେ କେଉଁ କାରଣରୁ ନିଆଁ ଲାଗିଲା ତାହା ଏପର୍ଯ୍ୟନ୍ତ ଜଣା ପଡିନାହିଁ ।

କେନ୍ଦୁଝର ରୁ ଦଶରଥ ବାରିକ୍ ଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ୍ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ