।। କେବେ ଗମନା ଗମନ ର ସମସ୍ୟା ସମାଧାନ ହେବ ।।

ଥୁଆମୂଳ ରାମପୁର ବ୍ଲକ ଅ ଡ୍ରି ପଞ୍ଚାୟତ ଚିରକାଗାଁ ପାଖରେ ଘୋଡାଦରା ନାଳ କେବେ ହେବ ପୋଲ l ଘୋଡା ଦରା ନାଳ ଦେଇ ଯାତାୟାତ କରିବା ପାଇ ଅଳ୍ପ ଦୂର ହେଉ ଥିବା ଯୋଗୁଁ କେନ୍ଦୁମୁଣ୍ଡି ଠାରୁ ଚିରକା ଦେଇ ଅ ଡ୍ରି ଯିବା ଆସିବା କରୁଛନ୍ତି l ଡାକ୍ତର ଖାନା ରୁ ଜରୁରୀ କାଳୀନ ରୋଗୀ ସେବା ଗାଡି ବି ଏମାନଙ୍କୁ ସାତ ସପନ ପାଲଟିଛି l ଏହି ରାସ୍ତା କୁ ପାଖା ପାଖି 10ଟି ର ଲୋକ ନିତିଦିନ ଯାତାୟାତ କରି ବିଭିନ୍ନ କାର୍ଯ୍ୟକରିବା ନିର୍ଭର କରନ୍ତି l ବାରମ୍ବାର ଏହାକୁ ନେଇ ଅଭିଯୋଗ ପରେ ଅଭିଯୋଗ କରି ଆସୁଥିଲେ ସୁଦ୍ଧା ଅଞ୍ଚଳ ବାସି ଙ୍କୁ କିଛି ସୁଫଳ ମିଳୁନଥିବା ପ୍ରକାଶ କରିଥିଲେ l ବର୍ଷା ସମୟ ରେ ବହୁ କଷ୍ଟ ରେ ଯିବା ଆସିବା କରୁଛନ୍ତି l କାଦୁଅ ପଚ ପଚ ଚାଲି ଯିବା ଭାରି କଷ୍ଟ ଦୁଃଖ ଲାଗୁଚି ଆଉ ନ କହିବା ଭଲ lକେବେ ରାସ୍ତା ନାଳ ତିଆରି ହେବ ତାହା ଦେଖିବାକୁ ବାକି ରହିଲା ।
କଳାହାଣ୍ଡି ଜିଲ୍ଲା ରୁ ମକୁନ୍ଦ ନାଏକଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡିଶା
What's Your Reaction?






