।। ଆଚରଣ ବିଧି ଉଲଙ୍ଘନ କଳା ବିଜେଡି ଦଳ ନାମାଙ୍କନ ପତ୍ର ଦାଖଲ ନ ହେବା ଆଗରୁ ବିଜେଡି ଦଳ ର ହୋଡ଼ିଂ ଓ ପୋଷ୍ଟର ଲାଗିଛି ।।

ବଲାଙ୍ଗୀର ଜିଲ୍ଲା ରେ , ଆସନ୍ତା- ତା -୨୦/୫/୨୪ ନିର୍ବାଚନ ଅଛି କିନ୍ତୁ ତା ଆଗରୁ ପୋଷ୍ଟର ଓ ହୋଡିଂ ଲାଗିଲା,, ଏପରି ଏକ ଦୃଶ୍ବ ଦେଖିବାକୁ ମିଳିଛି ଟିଟିଲାଗଡ ସହର ରେ,, ଟିଟିଲାଗଡ ର ପୋଲିସ ଥାନା ପାଖରେ,ଓ ଟିଟିଲାଗଡ ର ସିଟି ସ୍କୁଲ ପାଖରେ ଓ ବିଭିନ୍ନ ଚା ଦୋକାନ ରେ,, ଏହାକୁ ବିରୋଧ କରିଛନ୍ତି ଟିଟିଲାଗଡ ର କଂଗ୍ରେସ ବିଧାୟକ ପ୍ରାର୍ଥୀ ବିରେନ୍ଦ୍ର ବାଗ ,ଓ ତାଙ୍କ ସହିତ ଟିଟିଲାଗଡ ର ବହୁତ ବୁଦ୍ଧିଜୀବୀ ନିନ୍ଦା କରିର୍ଛନ୍ତି ଓଡ଼ିଶା ରେ ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ ରେ ବିଜେଡି ଦଳ ର ତିନି ଗୋଟି ହୋଡ଼ିଁ ନେଇ ନିର୍ବାଚନ ଆଚରଣ ବିଧି ଉଲଘଂନ ନେଇ ସ୍ଥାନୀୟ ବିଜେଡି ଦଳ ତରଫରୁ ପୌର ପରିଷଦ ଅଧିକାରୀ ଙ୍କ ନିର୍ଦ୍ଦେଶ କ୍ରମେ ୯ ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଛି । ରାଜ୍ୟ ରେ ଏହା ପ୍ରଥମ ସ୍ଥାନ ଯେଉଁଠି ଏଭଳି ଜୋରିମାନା ଆଦାୟ କରା ଯାଇ ଥିବା ଜଣା ଯାଇଛି ।
ଟିଟିଲାଗଡ ରୁ ବ୍ୟୁରୋ ଚିପ ସତ୍ୟଜିତ ଷଡ଼ଙ୍ଗୀ ଙ୍କ ଫାଷ୍ଟ ନ୍ୟୁଜ ଓଡ଼ିଶା
What's Your Reaction?






