।। ଅବକାରୀ ବିଭାଗର ଆଉ ଏକ ସଫଳତାର କାମ ଆଜି ଦେଖିବାକୁ ମିଳିଛି ।।

Mar 20, 2024 - 12:13
 0  15
।। ଅବକାରୀ ବିଭାଗର ଆଉ ଏକ ସଫଳତାର କାମ ଆଜି ଦେଖିବାକୁ ମିଳିଛି ।।

ଟିଟିଲାଗଡ଼ ର ଅବକାରୀ ବିଭାଗରେ ଯୁବ ଅଫିସର ମାନେ ଆସିବା ଦିନଠୁଁ ଏଠି ନିୟମିତ ଭାବେ ସେମାନଙ୍କ କଠିନ ପରିଶ୍ରମ ଓ ସାହାସିକତା ଯୋଗୁଁ ସମସ୍ତ ଆପରାଧୀ ମାନଙ୍କ ର କୋକୁଆ ଭୟ ହୋଇଯାଇଛି | ଆଜି ତା : 19/03/2024 ଟିଟିଲାଗଡ଼ ର ଅବକାରୀ ବିଭାଗ ଏବଂ ରେଲୱେ ,ଆର ପି ଏଫ ର ମିଳିତ ଉଦ୍ୟମ କ୍ରମେ, ଟିଟିଲାଗଡ଼ ରେଲୱେ ଷ୍ଟେସନ ର ୩ ନମ୍ବର ପ୍ଲାଟଫର୍ମ ରେ ୧୨. ୨00 କେଜି ଗଂଜେଇ ସହ ଜଣକୁ ଗିରଫ କରିଛନ୍ତି | ଅପରାଧୀ ଜଣକ ହେଲା, ଗୋବିନ୍ଦ ନାଏକ (24), At-ଡ୍ରମ୍ବା, Po-ଉର୍ଲଦାନୀ, Ps- ଏମ. ରାମପୁର, Dist- କଳାହାଣ୍ଡି,,ଆପରାଧୀ କାଲି ସମତା ଏକ୍ସପ୍ରେସ ରେ ଭୋପାଳ କୁ ଗଂଜେଇ ନେଇ ଯିବାର ଉଦ୍ୟମ କରୁଥିବା ସୂଚନା ମିଳିଛି | ଏହି ଆପରାଧୀ କୁ NDPS କେଶ ରେ ଆଜି ତା, ୨୦/୩/୨୪ କୋର୍ଟ ଫରୱାର୍ଡ କରାଗଲା, ଅବକାରୀ ବିଭାଗ OIC( ଆଶିଷ ବେହେରା ) ସୂଚନା ଦେଇଛନ୍ତି |

 ଟିଟିଲାଗଡ଼ ରୁ ବାଳକୃଷ୍ଣ ମିଶ୍ର ଙ୍କ ସହିତ ସତ୍ୟଜିତ ଷଡ଼ଙ୍ଗୀ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର |

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ