ସମ୍ମାନଜନକ ଡକ୍ଟରେଟ ସମ୍ମାନରେ ସମ୍ମାନୀତ ହେଲେ ସାମ୍ବାଦିକ ତ‌ଥା ସମାଜସେବୀ କ୍ରିଷ୍ଣା ସେଠୀ

Jan 21, 2025 - 18:11
 0  241
ସମ୍ମାନଜନକ ଡକ୍ଟରେଟ ସମ୍ମାନରେ ସମ୍ମାନୀତ ହେଲେ ସାମ୍ବାଦିକ ତ‌ଥା ସମାଜସେବୀ କ୍ରିଷ୍ଣା ସେଠୀ

ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ଲାଠୋରର ସାମ୍ବାଦିକ ତଥା ସମାଜସେବୀ କୃଷ୍ଣ ଚନ୍ଦ୍ର ସେଠୀଙ୍କୁ ସମ୍ମାନଜ ଜନକ ଡକ୍ଟରେଟ ସମ୍ମାନରେ ସମ୍ମାନୀତ କରାଯାଇଛି। ନୂଆଦି ଆଦିଲ୍ଲୀ ସ୍ଥିତ ଦ କେସ୍ଟଲ ଅଫ୍ ଆର୍ଟ ଏଟର ଦଶମେଶ୍ ପ୍ଲାଜା ଫରିଦାବାଦ୍ ରେ ମେଜିକ୍ ଏଣ୍ଡ ଆର୍ଟ ୟୁନଭରସିଟି ପକ୍ଷରୁ ଏକ ବର୍ଣ୍ଣାଢ଼ୀ ସମାରୋହରେ ଦେଶର ବିଭିନ୍ନ ପ୍ରାନ୍ତରୁ ଚୟନ ହୋଇଥିବା ପ୍ରତିଭାଙ୍କୁ ଡକ୍ଟରେଟ୍ ସମ୍ମାନରେ ସମ୍ମାନୀତ କରାଯାଇଛି। ଏହି ଅବସରରେ କ୍ରିଷ୍ଣା ସେଠୀଙ୍କୁ ସାମ୍ବାଦିକତା ଓ ସମାଜସେବା କ୍ଷେତ୍ରରେ ଉତ୍କର୍ଷ କାର୍ଯ୍ୟ ଯୋଗୁଁ ଏହି ସମ୍ମାନଜନକ ଉପାଧୂ ପ୍ରଦାନ କରାଯାଇଥିଲା। ଏହି ବର୍ଣ୍ଣାଢ଼ୀ ସମାରୋହ ଡଃ ସି. ପି ଯାଦବଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ହୋଇଥ‌ିବା ବେଳେ ମୁଖ୍ୟ ଅତିଥ୍‌ ଭାବେ ଡଃ ହିମାଂଶୁ ଅରୋରା, ଡଃ ରାମ ଅବତାର ଶର୍ମା, ଡଃ ରାଜେନ୍ଦ୍ର ସାଇନି ସମ୍ମାନିତ ଅତିଥ୍‌ ଭାବେ ଡଃ କୋମଲ ଯାଦବ, ଡଃ ସ୍ବାତୀ ଅରୋରା, ଶ୍ରୀମତୀ ପୁନମ ଭାଟିଆ, ଡଃ ଏସ୍ କେ ରୋହିଲା ମଞ୍ଚାସୀନ ଥିଲେ। ସମସ୍ତ ପ୍ରତିଭା ମାନଙ୍କୁ ଅତିଥ୍‌ ମାନେ ମାନପତ୍ର, ଟ୍ରଫି ଓ ଉପଢୌକନ ଦେଇ ସମ୍ମାନିତ କରିଥିଲେ।

କଳାହାଣ୍ଡି ଜିଲ୍ଲା ଭବାନୀ ପାଟଣା ରୁ ମାନସ କୁମାର ନାଏକ ଙ୍କ ରିପୋର୍ଟ ଫାଷ୍ଟ ନ୍ୟୂଜ ଓଡିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ