।। ରାସ୍ତା ପାଲିଟିଛି ମରଣ ଯନ୍ତା ।।

Jul 29, 2024 - 16:04
 0  103
।। ରାସ୍ତା ପାଲିଟିଛି ମରଣ ଯନ୍ତା ।।

ଯାଜପୁର ଜିଲ୍ଲା ବରୀ ରାମଚନ୍ଦ୍ରପୁର ବ୍ଲକ ଛକ ନିକଟରେ ଥିବା ବ୍ରାହ୍ମଣୀ ନଦୀ ଉପରେ ନିର୍ମାଣ ହୋଇଛି ଏହି ସେତୁ । ଏହି ରାସ୍ତା ଦେଇ ବିଭିନ୍ନ ପଞ୍ଚାୟତକୁ ଲୋକେ ଗତାଗତ କରୁଥିଲା ବେଳେ ବିଶ୍ୱ ପ୍ରସିଦ୍ଧ ରତ୍ନଗିରିକୁ ଯାଉଛନ୍ତି ବହୁ ପର୍ଯ୍ୟଟକ । ହେଲେ ଦୀର୍ଘ ବର୍ଷ ହେଲା ନିର୍ମାଣ ହୋଇଥିବା ଏହି ସେତୁର ସଂଯୋଗୀ କରଣ ରାସ୍ତାକୁ କାହିଁକି ସ୍ଥାୟୀ ନିର୍ମାଣ କରାଯାଉନାହିଁ ସେ ନେଇ ସାଧାରଣରେ ପ୍ରଶ୍ନ ଉଠିଛି । ବିଭାଗ ଏ ନେଇ ପଦକ୍ଷେପ ନେବାକୁ ଦାବି ହୋଇଛି ।।

 ବରୀ ପ୍ରତିନିଧି ରଞ୍ଜିତ ମହାନ୍ତିଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ