।। ରଜ ପାଇଁ ସାଜସଜା ଚାଲିଛି ବିରିକୋଟ ଗ୍ରାମରେ ।।

କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ବିରିକୋଟ ଗ୍ରାମ ରଜ ପାଳନ କରିବା ପାଇଁ ସାଜସଜା କରୁଛନ୍ତିl ଗ୍ରାମ ର କିଶରି ବାଳକ ବାଳିକା ମିଳିତ ଭାବେ ବହୁ ଆନନ୍ଦ ର ସହ କରିଚାଲିଛନ୍ତି l ଆଜି ଠାରୁ ତିନି ଦିନ ଧରି ରଜ ପାଳନ କରିବା ସୂଚନା ମିଳିଛି l
ବହୁ ଧୂମଧାମ ରେ ରଜ ପାଳନ କରିବା ପାଇଁ ଚେଷ୍ଟା କରିଛନ୍ତି ଗ୍ରାମ ର ସମସ୍ତ ଯୁବକ ଯୁବତୀ, କିଶୋର ବାଳକ, ବାଳିକା ପ୍ରତିବର୍ଷ ଭଳି ଚଳିତ ବର୍ଷ ବହୁ ଆଡମ୍ବର ସହ ପାଳନ କରିବା ପାଇଁ ଜଣା ପଡିଛି l
ଅତି ସୁନ୍ଦର ଭାବରେ ଏବଂ ଶାନ୍ତି ଶୃଙ୍ଖଳା ରେ ପାଳନ କରିବାକୁ ଭଗବାନ ପାଖରେ ପ୍ରାଥନା l
କଳାହାଣ୍ଡି ଜିଲ୍ଲା ରୁ ମକୁନ୍ଦ ନାଏକଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର
What's Your Reaction?






