।। ମୃତ୍ୟୁ ଯବାନ ଈଶ୍ୱର ତାଲିଆଙ୍କ ଅନ୍ତିମ ସଂସ୍କାର ।।

Dec 21, 2024 - 20:26
Dec 21, 2024 - 20:39
 0  29
।। ମୃତ୍ୟୁ ଯବାନ ଈଶ୍ୱର ତାଲିଆଙ୍କ ଅନ୍ତିମ ସଂସ୍କାର ।।

କୋରାପୁଟ ଜିଲ୍ଲା ବୋଇପାରିଗୁଡା ବ୍ଲକ ଅନ୍ତର୍ଗତ କେନ୍ଦୁଗୁଡ଼ା ଗ୍ରାମ ପଞ୍ଚାୟତ ର ବଡାଗୁଡା ଗ୍ରାମର ସହିଦ୍ ଯବାନ ଈଶ୍ୱର ତାଲଆ ଙ୍କୁ ଆସୂଳଶ୍ରଧାଞଳି କରାଯାଇ ଥିଲା ଆଜି ବଡ଼ାଗୁଡା ଗ୍ରାମ ଶ୍ମଶାନ ଠାରେ ଗତ ଦୁଇ ଦିନ ତଳେ ଟେଙ୍କ ବିସ୍ଫୋରଣ ରେ ତାଙ୍କର ମୃତ୍ୟୁ ବରଣ ହେଇ ଥିଲା ଆଜି ତାଙ୍କୁ ସବାସତ୍କlର କରି ଶ୍ରଧାଞ୍ଜଳୀ ର ସହିତ ମଲ୍ୟ ଅର୍ପଣ କରି ସବସତ୍କlର କରାଯାଇ ଥିଲା ସେଠାରେ କୋରାପୁଟ ବିଧାୟକ ରଘୁରାମ ମାଛ ଏବଂ କଟପାଡ୍ ବିଧାୟକ ରୁପୁ ଭତ୍ରl ତଥା ସମସ୍ତ ପଂଚାୟତ ବାସି ବ୍ଲକ କର୍ମ ଚାରି ବିଭିନ୍ନ ଗ୍ରାମରୁ ଆସିଥିବା ଜନସାଧାରଣ କୋରାପୁଟ ଜିଲ୍ଲାପାଳ ଏମିତି ଅନେକ ଜାଗାରୁ ଆସିଥିବା କର୍ମ କର୍ତ୍ତା ବା ସରକାରୀ କର୍ମଚାରୀ ଏକତ୍ରିତ ହେଇ ତାଙ୍କୁ ବହୁ ମାତ୍ରାରେ ଫୁଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇ ଥିଲା ତା ସହିତ କୋରାପୁଟ ବିଧାୟକ ରଘୁରାମ ମାଛ ମୃତ୍ୟୁ ଯବାନ ପରିବାରଙ୍କୁ ସନ୍ତନା ଦେଇ ଥିବା ଜଣା ପଡିଛି,,

ବୈପାରିଗୁଡ଼ାରୁ ବ୍ଲକ ପ୍ରତିନିଧି ମଦନ କାମୁଡ଼ି ଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ