।। ମୃତ୍ୟୁ କେତେ ବେଳେ ଆସେ କେହି କହିପାରିବେ ନାହଁ ।।

Jul 24, 2024 - 19:30
 0  14
।। ମୃତ୍ୟୁ କେତେ ବେଳେ ଆସେ କେହି କହିପାରିବେ ନାହଁ ।।

ଏପରି ଦେଖିବାକୁ ମିଳିଛି ତୁରୁମୁଙ୍ଗା ଥାନା ପାଟଣା ବ୍ଲକ ବାଉଁଶଳୀ ପଞ୍ଚାୟତ ଅନ୍ତର୍ଗତ ବାଉଁଶଳୀ ଗ୍ରାମର ସମରା ମୁଣ୍ଡା ବିଲକୁ ହଳ କରିବାକୁ ଯାଇଥିବାବେଳେ ହଠାତ୍ ବଳଦ ହୁରୁଡି ଯାଇଥିଲେ ଏହାକୁ ନିୟନ୍ତ୍ରଣ କରି ନପାରି ସମରା ମୁଣ୍ଡା ବିଲ ମଝିରେ ମୁହଁ ମାଡ଼ି ବିଲ ପାଣିରେ ପଡ଼ି ଥିଲେ ତାଙ୍କୁ ତୁରନ୍ତ ଗାଁ ଲୋକେ ଉଦ୍ଧାର କରି ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ ସେଠାରେ ଡାକ୍ତର ମୃତ୍ୟୁ ଘୋଷଣା କରିନଥିଲେ ତୁରୁମୁଙ୍ଗା ପୋଲିସ ପହଞ୍ଚି ଶବ ଜବତ କରି ଶବ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛନ୍ତି ଏନେଇ ତୁରୁମୁଙ୍ଗା ଥାନା ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ସୂଚନା ମିଳିଛି

କେନ୍ଦୁଝର ରୁ ଦଶରଥ ବାରିକ୍ ଙ୍କ ରିପୋର୍ଟ ଫାଷ୍ଟ ନିଉଜ୍ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ