।। ମା ଭୈରବୀ ମା ଗଙ୍ଗାମା ମା ଦେଶମ୍ମା ଏବଂ ମା ତାରିଣୀ ପୂଜା ଅନୁଷ୍ଠିତ ।।

Mar 29, 2024 - 20:55
 0  448
।। ମା ଭୈରବୀ ମା ଗଙ୍ଗାମା ମା ଦେଶମ୍ମା ଏବଂ ମା ତାରିଣୀ ପୂଜା ଅନୁଷ୍ଠିତ ।।

ମା ଭୈରବୀ ମା ଗଙ୍ଗାମା, ମା ଦେଶମ୍ମା ଏବଂ ମା ତାରିଣୀ ପୂଜା ଅର୍ଚ୍ଚନା ପାଞ୍ଚ ଦିନ ଧରି ପାଳନ କରାଯାଏ ଏହେଉଛି କୋରାପୁଟ ଜିଲ୍ଲା ପଟାଙ୍ଗି ବ୍ଲକ ଅନ୍ତର୍ଗତ ସୁଙ୍କି ପଞ୍ଚାୟତର ଏହି ଯାତ୍ରାରେ ପାଞ୍ଚ ଗୋଟି ପଂଚାୟତ ଗ୍ରାମବାସୀ ଉପଭୋଗ କରୁଛନ୍ତି ଏହି ପାଞ୍ଚ ଦିନ ବହୁତ ଆନନ୍ଦରେ ପାଞ୍ଚ ଦିନ ଧରି ରାତ୍ର ସମୟରେ ପରଦା ସିନେମା ଡାନ୍ସ ବେବି ଡାନ୍ସ ପଗ୍ରାମ ତେଲୁଗୁ ବୁରା କଟା ଏବଂ ରେକଡିଂ ଡାନ୍ସ ପଗ୍ରାମ ହେବା ପ୍ରଥମ ଦିନଠାରୁ ମା ମାନଙ୍କ ଘୋଟ ଆଣିବେ ହ୍ୱିତୀୟ ଦିନ ଗ୍ରାମ ବାସୀ ଯାତ୍ରା ମଣ୍ଡପରେ ମା ମାନଙ୍କ ଘୋଟ ଗୁଡ଼ିକୁ ପୂଜା କରାଯିବ ତୃତୀୟ ଦିନ ଗାଁ ପ୍ରରିକ୍ରମ ଏବଂ ଚତୃର୍ଥ ଦିନ ଗାଁ ପ୍ରରିକ୍ରମ ପଞ୍ଚମ ଦିନ ମା ମାନଙ୍କୁ ନିଜ ନିଜ ସ୍ଥାନକୁ ଆନନ୍ଦ ଉତ୍ସବ ସହ ପଟାଯିବ ଏହି ଯାତ୍ରା ଦୀର୍ଘ ୮୦ବର୍ଷ ପାଳନ କରି ଆସୁଛନି ଏହି ପୂଜାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ ପଟାଙ୍ଗି ପୂର୍ବତନ ବିଧାୟକ ପ୍ରଫୁଲ୍ଲ କୁମାର ପାଙ୍ଗି ଏହି କାର୍ଯ୍ୟକ୍ରମରେ ଆସି ଥିବା ସମସ୍ତ ଭକ୍ତ ମାନଙ୍କୁ ଭେଟି ଆଗାମୀ ନିର୍ବାଚନକୁ ନେଇ ଆଲୋଚନା କରିଥିଲେ ପାଙ୍ଗି ।

 ରୂପ ଖୋରାଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 1
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ