ଭାରତ ବନ୍ଦ କୁ ନେଇ ଅସନ୍ତୁଷ୍ଟ , ସମସ୍ତ ସରକାରୀ କାର୍ଯ୍ୟାଳୟ ଠାରୁ ରାସ୍ତା ଅଚଳ ।

ସମଗ୍ର ଭାରତ ବନ୍ଦ ଡାକରା ହେଇଥିବା ବେଳେ କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଳକ ରେ ମଧ୍ୟ ଅନଶନ ଜାରି ରହିଛି । ସୁପ୍ରିକୋର୍ଟ ଭାରତ ବନ୍ଦ ଡାକରା କୁ ନେଇ ଦେଶରେ ଅସନ୍ତୁଷ୍ଠ ଦେଖିବାକୁ ମିଳିଛି , ଭାରତ ସର୍ବୋଚ୍ଚ ନ୍ୟାୟାଳୟ ରାୟ ପ୍ରକାଶ ଗତ ୧ ଅଗଷ୍ଟ ୨୦୨୪ ରେ ମାନ୍ୟବର୍ ଏକ ରାୟ SC ଓ ST ଙ୍କ ସାମ୍ବିଧାନିକ ଆରକ୍ଷଣ ପ୍ରତିନିଧିତ୍ୱ ସମାପ୍ତ କରି ସାଧାରଣ ବର୍ଗରେ ସାମିଳ କରୁଛନ୍ତି ଯାହା ଫଳରେ ଅବ୍ୟବସ୍ଥା ବଳି ଲୋକଳଚନ ରେ ପ୍ରକାଶ ପାଇଛି । ଜଉ ସମ୍ବିଧାନ ର ଆଇନ କୁ ସର ବିଶ୍ଵର ଶ୍ରେଷ୍ଠ ବିକଶିତ ଦେଶ ମାନ୍ୟତା ଦେଇଆସୁଥିଲ ଆଜି ସେହି ଆଇନ କୁ ନିଜ ଦେଶ ରେ ଦଳିଦେବର ଦେଖିବାକୁ ମିଳୁଛି । ଜଉ ଅଧିକାର ଦେଶ ସ୍ଵାଧୀନ ପରେ ମିଳିଥିଲା, ହରିଜନ ଓ ଆଦିବାସୀ ଙ୍କ ମୌଳିକ ଅଧିକାର ଛଡେଇ ନେଉଛନ୍ତି ସରକାର ବଳି ସାଧାରଣରେ ଦାବି ହଉଛି ।
କଳାହାଣ୍ଡି ଜିଲ୍ଲା ରୁ ବାବୁଲି ହରିଜନଙ୍କ ରିପୋର୍ଟ୍ FIRST NEWS ODISHA.
What's Your Reaction?






