।। ବିଶ୍ଵସେନା ତରଫରୁ ନୂତନ ଥାନା ଅଧିକାରୀନିଙ୍କୁ ସମ୍ବୋଧନା ।।

Jul 30, 2024 - 21:56
 0  16
।। ବିଶ୍ଵସେନା ତରଫରୁ ନୂତନ ଥାନା ଅଧିକାରୀନିଙ୍କୁ ସମ୍ବୋଧନା ।।

ବରୀ ରାମଚନ୍ଦ୍ରପୁର ଥାନା ରେ ନୂତନ ଥାନା ଅଧିକାରିଣୀ ଭାବେ ଯୋଗ ଦେଇଥିବା ସୁମତୀ କୁମାରୀ ମହାନ୍ତି ଙ୍କୁ ବିଶ୍ଵ ସେନା ତରଫରୁ ସମୋର୍ଦ୍ଧନା ଦେଇ ସ୍ବାଗତ କରାଗଲା ଏବଂ ବରୀ ରେ କିପରି ଶାନ୍ତି ବଜାଇ ରହିବ ସେ ବିଷୟରେ ଆଲୋଚନା କରିଥିଲୁ କୌଣସି ପ୍ରକାର ସାହାଯ୍ୟ ଦରକାର ହୁଏ ଆମେ ସଦା ସର୍ବଦା ଅଛୁ ଅଧିକାରିଣୀ ମହୋଦୟ ମଧ୍ୟ ସବୁ ପରିସ୍ଥିତି ରେ ସାହାଯ୍ୟ ସହଯୋଗ କରିବେ ବୋଲି ପ୍ରତିଶୁତି ଦେଲେ ।

ବରୀ ପ୍ରତିନିଧି ରଞ୍ଜିତ ମହାନ୍ତିଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ