ବିଭିନ୍ନ ସମସ୍ୟା ନେଇ 5 ଗୋଟି ବ୍ଲକର ଅଧକ୍ଷ୍ୟା ମିଶି ମନ୍ତ୍ରୀ ଓ ଜ଼ିଲ୍ଲାପାଳଙ୍କୁ ଭେଟିଲେ

Jun 9, 2023 - 15:48
 0  56
ବିଭିନ୍ନ ସମସ୍ୟା ନେଇ 5 ଗୋଟି  ବ୍ଲକର ଅଧକ୍ଷ୍ୟା ମିଶି ମନ୍ତ୍ରୀ ଓ ଜ଼ିଲ୍ଲାପାଳଙ୍କୁ ଭେଟିଲେ

ନୂଆପଡା ଜ଼ିଲ୍ଲା ବିଭିନ୍ନ ସମସ୍ୟା ନେଇ 5 ଗୋଟି ବ୍ଲକର ଅଧକ୍ଷ୍ୟା ମନ୍ତ୍ରୀ, ଜ଼ିଲ୍ଲାପାଳ ଓ ଜ଼ିଲ୍ଲା ପରିଷଦ ସିଡ଼ିଓଙ୍କୁ ଭେଟି ଆଲୋଚନା କରିଛନ୍ତି ମୁଖ୍ୟତ ଦାଦନ ସମସ୍ୟା, ବର୍ଷ ପୂର୍ବରୁ ରବି ଧାନ ସଂଗ୍ରହ, ମଣ୍ଡିରୁ ଧାନ ଉଠାଣ, ସ୍କୁଲ ରୂପାନ୍ତରଣ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିଥିଲେ ନୂଆପଡା ବ୍ଲକ ଅଧକ୍ଷ୍ୟା ତରେଶ୍ୱରୀ ସାହୁ, କୋମନାର ଅନୁସୟା କୁମ୍ଭାର, ଖଡ଼ିଆଳର ପୁଷ୍ପାଞ୍ଜଳି ନନ୍ଦ, ସିନlପାଲିର ମାଧୁରୀ ମlଝି, ବୋଡେ଼ନ ବ୍ଲକ ଅଧକ୍ଷ୍ୟା ପ୍ରେମଶିଲା ନାଗ ପ୍ରମୁଖ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ, ଜ଼ିଲ୍ଲପାଳ ହେମକାନ୍ତ ସାୟ ଓ ଜ଼ିଲ୍ଲାପରିସଦ ସିଡ଼ିଓ ମଧୁଛନ୍ଦl ସାହୁଙ୍କୁ ଭେଟି ଉକ୍ତ ସମସ୍ୟା କୁ ନେଇ ଆଲୋଚନା କରିଥିଲେ l

ନୂଆପଡ଼ା ଜିଲ୍ଲାରୁ ବିରବଲ ପ୍ରଧାନଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ