।। ପିଲା ଚର ଫେରାର ଗାଡିକୁ ଅଟକ ରଖିଛନ୍ତି ଗ୍ରାମ ବାସୀ ।।

Mar 18, 2024 - 15:30
 0  18
।। ପିଲା ଚର ଫେରାର ଗାଡିକୁ ଅଟକ ରଖିଛନ୍ତି ଗ୍ରାମ ବାସୀ ।।

କୋରପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ ଅନ୍ତର୍ଗତ ଡୁମାଡ଼ଙ୍ଗର ଠାରେ ପିଲା ଚୋର ଗାଡ଼ିକୁ କାବୁ କରିଛନ୍ତି ଗାଁର ଲୋକେ ଚୋର ଫେରାର ହୋଇଯାଇଛନ୍ତି ଏହି ଘଟଣା ଦେଖି ଗାଁର ଲୋକ ଅତି ଭୟରେ ଠେଙ୍ଗା ବାଡି ଧରି ଗ୍ରାମେ ଗ୍ରାମେ ଚୋକେ ଚୋକେ ଓ କଣେ କଣେ ଚାରିଆଡ଼େ ରାତି ସାରା ଜଗିରହୁଛନ୍ତି ପିଲା ଚୋର ଙ୍କ ଭୟରେ ଗାଁର ଲୋକେ ଗାଁର ସୁରକ୍ଷିତ ରଖିବା ନିମନ୍ତେ ଲୋକ ମାନଙ୍କ ଆଖିରେ ନିଦ ହଜିଯାଇଛି କହାରବି ଜୀବନ ପ୍ରତି କ୍ଷତିହେବାର ସମ୍ଭାବନା ରହିଛି ସମସ୍ତେ ନିଜ ନିଜ ପିଲାଙ୍କୁ ଓ ନିଜକୁ ସୁରକ୍ଷିତ ଭାବେ ରୁହନ୍ତୁ ଏହି ପରି ଘଟଣା ଘଟିଅଛି l କୋରାପୁଟ ଜିଲ୍ଲା. ବନ୍ଧୁଗାଁ ବ୍ଲକ. ପଞ୍ଚାୟତ ଗରିଡି. ଗ୍ରାମ ହେଉଛି ଡୁମାଡ଼ଙ୍ଗର ଠାରେ ।

ବନ୍ଧୁଗାଁ ରୁ ମଣ୍ଡଳ ମିଣୀୟାକା ଙ୍କ ରିଫର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ