ପାଞ୍ଚ ପରିବାର ଉପରେ ଭୁସୁଡ଼ିଲା ଘର ଅଳ୍ପକେ ବଞ୍ଚି ଗଲେ ପରିବାର ଲୋକେ

ଘର ଭୁଶୁଡ଼ି ନାରଖାର ହେଇଗୋଲା ଅଳ୍ପ କେ ବଞ୍ଚିଗଲେ ପରିବାର ଲୋକେ ନା ମିଳିଛି ଇନ୍ଦିରା ଆବାସ ଗୃହ ନା ଅଛି ଖାଉଟି କାର୍ଡ , ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଳକ ଅନ୍ତର୍ଗତ ପାଇକକେନ୍ଦୁମୁଣ୍ଡି ଗ୍ରାମ ପଞ୍ଚାୟତ ର ପଦ୍ମାଳୟା ଦୁର୍ଗା ଜଣେ ବିଧବା ନାରୀ ତାଙ୍କ ପରିବାର ଚଳେଇବା ପାଇଁ ବାହାର ରାଜ୍ୟ କୁ ଦାଦନ ଖଟି ଯାଇଥିବା ବେଳେ ପଦ୍ମାଳୟା ଦୁର୍ଗା ଙ୍କ ମା, ବାପା ଙ୍କ ସହିତ ତାଙ୍କ ଗୋଟିଏ ପୁଅ ଏବଂ ଗୋଟିଏ ଝିଅ ରହୁଥିଲେ, ଲଘୁଚାପ ଜନିତ ଘନ ବର୍ଷା ରେ ଭୁଶୁଡ଼ି ପଡ଼ିଲା ଘର ଅଳ୍ପ କେ ବାର୍ତିଗଲେ ଅଜା,ବୁଡି ବାଇ ଙ୍କ ସହ ଦୁଇ ନାତି ନାତୁଣୀ । ବାସ ଘର ନିକଟରେ ଗାଈ ଘର ମଧ୍ୟ ରହିଥିଲା ତାହା ମଧ୍ୟ ଭୁଶୁଡ଼ି ଭାଙ୍ଗି ପଡ଼ିଗଲା ।
କଳାହାଣ୍ଡି ଜିଲ୍ଲା ରୁ ବାବୁଲି ହରିଜନ ଙ୍କ ସହ ଉପେନ୍ଦ୍ର ନାଗ ଙ୍କ ରିପୋର୍ଟ୍ ଫାଷ୍ଟ ନିଉଜ ଓଡ଼ିଶା ।
What's Your Reaction?






