।। ପଟ୍ଟାଙ୍ଗି ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ଦୁଃଖି ଗରୀବର ନେତା ଶ୍ରୀଯୁକ୍ତ ରାମଚନ୍ଦ୍ର କାଡାମ ।

Apr 30, 2024 - 15:47
 0  393
।। ପଟ୍ଟାଙ୍ଗି ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ଦୁଃଖି ଗରୀବର ନେତା ଶ୍ରୀଯୁକ୍ତ ରାମଚନ୍ଦ୍ର କାଡାମ ।

।ତାରିଖ 29.04.24 କୋରାପୁଟ ସେମିଲିଗୁଡା ବ୍ଲକ ହାଞ୍ଜରୀଆଗୁଡା ପଞ୍ଚାୟତର ବିଭିନ୍ନ ଗ୍ରାମ ଠାରେ ପଟ୍ଟାଙ୍ଗି ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ଦୁଃଖି ଗରୀବର ନେତା ଶ୍ରୀଯୁକ୍ତ ରାମଚନ୍ଦ୍ର କାଡାମଙ୍କ ନେତୃତ୍ୱରେ ଯୋଗଦେଇଥିଲେ ପୂର୍ବତ୍ତନ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଦୁର୍ଗାଶଙ୍କର ସାହୁ ରାଜ୍ୟ ସମ୍ପାଦକ ତଥା ଅବିଭକ୍ତ କୋରାପୁଟ ଜିଲ୍ଲାର ରାଜୀବ ସେବା ସଂଯୋଜକ ରୂପକ ତୁରୁକ ସହସମ୍ପାଦ କରମେଶ ଖରା ସେମିଲିଗୁଡା ବ୍ଲକ ସଭାପତି ସନିଆ ମାଝୀ ରାଜୁପୁଟ ସରପଞ୍ଚ ତଥା ପଟ୍ଟାଙ୍ଗି ନିର୍ବାଚନ ମଣ୍ଡଳୀର ସୋସିଆଲ ମିଡ଼ିଆ ଅଧକ୍ଷ ପିତାମ୍ବର କିର୍ସାନୀ ସେବା ଦଳର ସଙ୍ଘଠକ ଗୋବିନ୍ଦ ଖରା ସାଂସଦ ପ୍ରତିନିଧି ଜଗତରାଇ ମାଳି ବରିଷ୍ଠ କଂଗ୍ରେସ କର୍ମୀ ଦିଲୀପ କୁଲଦୀପ ବ୍ଲକ ଉପସଭାପତି ପୂର୍ବତ୍ତନ ସରପଞ୍ଚ ସମିତିମେମ୍ବର ମହେଶ୍ୱର ଖିଲ ବରିଷ୍ଠ କର୍ମୀ ଗୌରାଙ୍ଗ ଖିଲ ପ୍ରମୋଦ କର ସେମିଲିଗୁଡା ସାଧାରଣ ସମ୍ପାଦକ ଉପେନ୍ଦ୍ର ନାଇକ ଉପସ୍ଥିତ ରହିଥିଲେ l ନାଇକି ଚାଲାଣ ବାରିକ ୱାର୍ଡମେମ୍ବର ସମସ୍ତ ମା ବାପା ଭାଇ ଭଉଣୀ ଯୁବକ ଯୁବତୀ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ଉପସ୍ଥିତ ରହି ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା କରିଥିଲେ l ରାମଚନ୍ଦ୍ର କାଡାମ ସପ୍ତଗିରି ଶଙ୍କର ଉଲ୍କା ଙ୍କୁ ଆଶୀର୍ବାଦ ଦେଇ ବିପୁଳ ସଂଖ୍ୟାରେ ଭୋଟ ଦେଇ ଜିତେଇ ଆଣିବାକୁ ଗ୍ରାମବାସି ସଂକଳ୍ପ ନେହିଁଛନ୍ତି lଏଥର ନିଶ୍ଚୟ ରାମଚନ୍ଦ୍ର କାଡାମ ସପ୍ତଗିରି ବିଜୟୀ ହେବା ସୁନିଶ୍ଚିତ l

 ରୁପ ଖୋରାଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡିଶା

What's Your Reaction?

Like Like 0
Dislike Dislike 1
Love Love 0
Funny Funny 0
Angry Angry 0
Sad Sad 0
Wow Wow 1
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ