ଦୁର୍ଘଟଣା ରେ ଯୁବକଙ୍କ ମୃତ୍ୟୁ

Aug 19, 2024 - 12:07
 0  174
ଦୁର୍ଘଟଣା  ରେ ଯୁବକଙ୍କ ମୃତ୍ୟୁ

ବରୀ ରାମଚନ୍ଦ୍ରପୁର ଥାନା ଅଧୀନ ଅଲୀପୁର ଗ୍ରାମର ଜଣେ ଯୁବକଙ୍କ ଦୁର୍ଘଟଣା ରେ ମୃତୁବରଣ କରିଛନ୍ତି .ମୃତକ ଜଣକ ହେଲେ ଉଦୟ ବେହେରା ତାଙ୍କର ବୟସ (୧୯),ସେ ଦୁଇ ସପ୍ତାହ ପୂର୍ବରୁ ତାଙ୍କ ଭଉଣୀ ଘର ବୌଦ୍ଧ ଜିଲ୍ଲା କୁ ବୁଲିବାକୁ ଯାଇ ଥିଲେ.ସେଠାରେ ରେ ଏକ ଜଳଖିଆ ଦୋକାନକୁ ଜଳଖିଆ ନେବାକୁ ଆସିଥିଲେ.ସେହି ସମୟ ରେ ଏକ ପିକଅପ୍ ଗାଡି ଆସି ତାଙ୍କୁ ଧକା ଦେଲା .ଫଳରେ ସେ ଘଟଣା ସ୍ଥଳରେ ଗୁରୁତ ର ହେଇଥିଲେ .ତାଙ୍କୁ ସ୍ଥାନୀୟ ବାସିନ୍ଦା ଉଦ୍ଧାର କରି ବୌଦ୍ଧ ଟାଉନ ଡାକ୍ତର ଖାନା ରେ ଭର୍ତି କରିଥିଲେ .ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟ ହୋଇଥିଲା.ଏହି ଖବର ପ୍ରାଚରିତ ହେବାପରେ ଯୁବକଙ୍କ ପରିବାର ଓ ଗ୍ରାମ ରେ ଶୋକର ଛାୟା ଖେଳି ଯାଇ ଥିଲା ।

 ବରୀ ପ୍ରତିନିଧି ରଞ୍ଜିତ ମହାନ୍ତିଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 1
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ