ଚିତ୍ରକୋଟ CYA ର ସର୍ବ ଭାରତୀୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟର ପ୍ରସ୍ତୁତି ବୈଠକ

Nov 19, 2024 - 15:50
 0  133
ଚିତ୍ରକୋଟ CYA ର ସର୍ବ ଭାରତୀୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟର ପ୍ରସ୍ତୁତି ବୈଠକ

ନବରଙ୍ଗପୁର,( ରଞ୍ଜିତ ନାୟକ ) ତା: ୧୯,୧୧,୨୦୨୪ ରିଖ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଳକ୍ ଅଞ୍ଚଳଗୁମା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଚିତ୍ରକୋଟ ଗ୍ରାମର CYA,ଫୁଟବଲ୍ ଟିମ୍ ଦ୍ଵାରା ଏକ ବିରାଟ ବଡ ସର୍ଵ ଭାରତୀୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଆୟଜନର ପ୍ରସ୍ତୁତି ବୈଠକ ସମାପ୍ତ ହୋଇଯାଇଛି ! ଏହି ବୈଠକର ଆଲୋଚନା କ୍ରମେ ଚାରିଟି ଅନ୍ତ ରାଜ୍ୟ ତଥା ଅନ୍ଦ୍ରା,ଛତିଶଗଡ,ମଧ୍ୟପ୍ରଦେଶ,ଓ ଓଡିଶାର ବଚ୍ଛା ବଚ୍ଛା ଟିମ୍ କୁ ନେଇ ଆସନ୍ତା ଡିସେମ୍ବର ମାସର ପ୍ରଥମ ସପ୍ତାହରେ ପ୍ରାରମ୍ଭ କରିବାକୁ ଚିତ୍ରକୋଟ,CYA,ଟିମ୍ ଓ ଗ୍ରାମର ସଭାପତି ଶ୍ରୀ ରାଜେନ୍ଦ୍ର ସୁନା ଜେମେସ ଗରଡ଼ା,ଗୋଗନ ବିହାରୀ ଟାକ୍ରି,ମିଖାଲ୍ ଗରଡ଼ା,ଓ ଭଦ୍ର ମଣ୍ଡଳୀ ତଥା ଯୁବ ନେତା ଶ୍ରୀ ତ୍ରିନାଥ ନାୟକ,ପୂର୍ବତନ ସରପଞ୍ଚ ଶ୍ରୀ ସୂର୍ଯ୍ୟ ରନ୍ଧାରି ଏବଂ ଯୁବ ନେତା ଶ୍ରୀ କାହ୍ନୁ ରାଜ ସାଧୁ ସିଂ ମୋତ ପ୍ରକାଶ କରିଛନ୍ତି !

 ନବରଙ୍ଗପୁର ରୁ ରଞ୍ଜିତ ନାୟକ ଙ୍କ ରିପୋର୍ଟ First News Odisha !

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ