ଗଛ ମୂଳରେ ଆଗାମୀ ଭବିଷ୍ୟତ

ଶିକ୍ଷାର ବିକାଶ କ୍ଷେତ୍ରରେ ରାଜ୍ୟ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରୁଛନ୍ତି I ସେଥି ମଧ୍ୟରୁ ପ୍ରମୂଖ ମୂଖ ଅଙ୍ଗନବାଡି I କାରଣ ପ୍ରାରମ୍ଭରୁ ଶିଶୁ ମାନଙ୍କ ଶିକ୍ଷାର ଉନ୍ନତି ପାଇଁ ପାଇଁ ରାଜ୍ୟର ସମସ୍ତ ବ୍ଲକରେ ଅଙ୍ଗନବାଡି କେନ୍ଦ୍ର ମାନ ଖୋଲା ଯାଇଛି। ଯୋଉଁଠି କୋମଳମତି ଶିଶୁ ମାନଙ୍କୁ ଉତମ ଖାଦ । ଦ୍ୟ ସହିତ ନାଚ, ଗୀତ, ଖେଳକୁଦ ମାଧ୍ଯମରେ ପା ପାଠ ପଢ ପଢାଯାଇଥାଏ। ଏଠି ଚିତ୍ର କିନ୍ତୁ ସମ୍ପୁର୍ଣ୍ଣ ଅଲଗା I ଦୀର୍ଘ ବର୍ଷ ଧରି କୋମଳମତି ଶିଶୁ ମାନେ ଗଛ ମୂଳେ ବସି ପାଠ ପଢନ୍ତି। ଯାହାକୁ ଦେଖିଲେ ବିଭାଗୀୟ ଅଧିକାରୀ ମାନେ କେତେ ତପ୍ତର ତାହା ଏ ଚିତ୍ର ବୟାନ କରୁଛି। ଯାଜପୁର ଜିଲ୍ଲା ବରୀ ବ୍ଲକ ଅଧିନସ୍ଥ ବାଲିବିଲି ପଂଚାୟତର ଏକ ନମ୍ବର ଅଙ୍ଗନବାଡି କେନ୍ଦ୍ରର ଗୃହ ନଥିବାରୁ ଦୀ ଦୀର୍ଘ ବର୍ଷ ଧରି ଗଛ ମୂଳେ ଶିକ୍ଷାଦାନ ଚାଲିଛି I କୁନି କୁନି ପିଲା ଗଛ ମୂଳେ ବସି ଖାଦ୍ୟ ଖାଇବା ସମୟରେ ଖାଦ୍ୟରେ ପୋକ ଯୋକ ମଧ୍ୟ ପଡନ୍ତି I ବର୍ଷା କିମ୍ବା ପବନ ହେଲେ ଲ ପର ପିଣ୍ଡାରେ ଏହି ଛାତ୍ର ଛାତ୍ରୀ ମାନଙ୍କୁ ଶିକ୍ଷାଦାନ କରାଯାଇଥାଏ । ତେଣୁ ଆଗାମୀ ଭବିଷ୍ୟତ ଏହି କୁନି କୁନି ପିଲା ମାନଙ୍କ ନିମନ୍ତେ ତୁରନ୍ତ ଘର ଖଣ୍ଡିଏ ଯୋଗାଇ ଦେବା କ୍ଷେତ୍ରରେ ବରୀ ବ୍ଲକ ପ୍ରଶାସନ ଓ ଯାଜପୁର ଜିଲ୍ଲାପାଳ ଦୃଷ୍ଟି ଦେବାକୁ ଗ୍ରାମବାସୀ ମାନେ ଦାବି କରିଛନ୍ତି I।
ବରୀ ପ୍ରତିନିଧି ରଞ୍ଜିତ ମହାନ୍ତିଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା
What's Your Reaction?






