ଖୁଜେଲ୍ ଗାଁରେ ଡମ ସମାଜ ଦ୍ୱାରା ପ୍ରତିଷ୍ଠା ଦିବସ ପାଳିତ

Jan 21, 2025 - 21:30
 0  405
ଖୁଜେଲ୍ ଗାଁରେ ଡମ ସମାଜ ଦ୍ୱାରା ପ୍ରତିଷ୍ଠା ଦିବସ ପାଳିତ

(ଫାଷ୍ଟ ନ୍ୟୁଜ ଓଡ଼ିଶା)କୋରାପୁଟ ଜିଲ୍ଲା ଡ଼ମ ସମାଜ ବିକାଶ ପରିଷଦ ପକ୍ଷରୁ ନନ୍ଦପୁର ବ୍ଲକ ଅତର୍ଗନ୍ତ ମାଳିବେଲେଗାଁ ପଞ୍ଚାୟତ ଖୁଜେଲ୍ ଗ୍ରାମ ନିକଟସ୍ଥ ଶିଶା ବନ୍ଧ ପଡ଼ିଆ ଠାରେ ଆଜି ପ୍ରତିଷ୍ଠା ଦିବସ ପାଳିତ ଅନୁଷ୍ଟିତ ହୋଇଯାଇଛି ଏଥିରେ ଡମ ମାନଙ୍କ ଭାଷା, ଓ ସଂକୃତି ବଜାୟ ରଖିବା, ଡମ ମାନଙ୍କ ଉନ୍ନତି ଏବଂ ଡମ ମାନଙ୍କ ପାଇଁ ଶିକ୍ଷା କ୍ଷେତ୍ରରେ 100 ଭାଗ ଛାତ୍ର ଛାତ୍ରୀ ଙ୍କ ସେବା ଆଶ୍ରମ କରିବା ପାଇଁ ଆଲୋଚନା ସହ ଅନେକ ସମୟରେ ଜାତି ପ୍ରମାଣ ପତ୍ର ପାଇଁ ଡମ ମାନଙ୍କୁ ହଇରାଣ କରା ଯାଉଛି ସେଥିପ୍ରତି ଦୃଷ୍ଟି ଦେବା ପାଇଁ ଆଲୋଚନା କରାଗଲା ଉପସ୍ଥିତ ରହିଥିଲେ ଜିଲ୍ଲା ସଭାପତି ରାଜେନ୍ଦ୍ର ଧଡ଼କା ଓ ମୁଖ୍ୟ ଅତିଥି କୋରାପୁଟ ବିଧାୟକ ରଘୁରାମ ମାଛଙ୍କ ଉପସ୍ଥିତ ରହିଥିବା ବେଳେ ଏଥିରେ ଜିଲ୍ଲା ସେକ୍ରେଟେରୀ ସହଦେବ ବାଘ , ଜେଣ୍ଡେରାଲ୍ ସେକେଟେରୀ ଦାନେଲ୍ ଖରାଙ୍କ ସହ ସମସ୍ତ ବ୍ଲକ କର୍ମକର୍ତା ଓ ନନ୍ଦପୁର ବ୍ଳକର ବରିଷ୍ଟ ସାମ୍ବାଦିକ ତ୍ରିନାଥ ଖରା, ଯୁବ ସାମ୍ବାଦିକ ଦିଲୀପ ଖରା, ଖୁଜେଲ୍ ଗାଁ ଡ଼ମ ସମାଜ କମିଟଙ୍କ ଉପସ୍ଥିତରେ କୋରାପୁଟୀଆ କମେଡି କିଙ୍ଗ୍ ଏଲେପି ଚକ୍ର, ଜତି ପୁଜାରୀ ଓ ଡ଼ମ ଗୀତ ଗାୟୀକା ଗୀତା ରାଣିଙ୍କୁ କୋରାପୁଟ ଜିଲ୍ଲା ଡ଼ମ ସମାଜ ବିକାଶ ପରିଷଦ ପକ୍ଷରୁ ମାନ ପତ୍ର ପ୍ରଧାନ କରାଗଲା ।

 କୋରାପୁଟ ରୁ ରୁପ ଖୋରାଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 3
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ