।। କୋଟଗଡ ଥାନା ଅଞ୍ଚଳ ର ଦୁଷ୍କର୍ମକାରୀ ଗିରଫ ।।

May 27, 2023 - 05:17
 0  50
।। କୋଟଗଡ ଥାନା ଅଞ୍ଚଳ ର ଦୁଷ୍କର୍ମକାରୀ ଗିରଫ ।।

କନ୍ଧମାଳ, (କୋରାପୁଟ ପ୍ରଥମ ଖବର): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ ଥାନା ଅଞ୍ଚଳର ମାଦାଙ୍ଗି ଗ୍ରାମରେ ଚଳିତ ମାସ ୨୦ତାରିଖରେ ୮ବର୍ଷର ନାବାଳିକାଙ୍କୁ ଟିଭି ଦେଖିବାକୁ ଡାକି ଦୁଷ୍କର୍ମ ଭଳି ଲଜ୍ଜ୍ୟା ଘଟଣା କରି ଫେରାର ହୋଇଯାଇଥିବା ଦୁଷ୍କର୍ମ କାରିକୁ ୪ଦିନପରେ ଗିରଫ୍ କରିଛି କୋଟଗଡ ପୁଲିସ୍। ଦୁଷ୍କର୍ମ ନେଇ ପରିବାର ପକ୍ଷରୁ ଥାନାରେ ଏତଲା ପରେ ପୋକ୍ସ ଆକ୍ଟ ଆଧାରରେ ପୁଲିସ୍ କେଶ ଦାୟର କରି ଦୁଷ୍କର୍ମ କାରିକୁ ଖୋଜୁଥିବା ବେଳେ ସେହି ଗ୍ରାମର କିଶାନ ସାନସେଟ କୁ ପୁଲିସ୍ ଗିରଫ୍ କରି କୋର୍ଟ ଚାଲାଣ କରିଥିବା ବିଷୟ ତଦନ୍ତ ଅଧିକାରୀ ଲଳିତ ମୋହନ ସୂଚନା ଦେଇଛନ୍ତି।

କନ୍ଧମାଳ ଜିଲ୍ଲାରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ, ଲୋରାପୁଟ ପ୍ରଥମ ଖବର l

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 1
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ