କନ୍ଧମାଳ : ବିଦ୍ୟୁତ୍ ଆଘାତରେ ଅଳ୍ପକେ ବର୍ତିଲେ ଯୁବକ ଯେଇ ଙ୍କର ମନମାନି.. ନେଇଁ ପ୍ରଶ୍ନ ?

Jun 4, 2026 - 12:51
 0  66
କନ୍ଧମାଳ : ବିଦ୍ୟୁତ୍ ଆଘାତରେ ଅଳ୍ପକେ ବର୍ତିଲେ ଯୁବକ ଯେଇ ଙ୍କର ମନମାନି.. ନେଇଁ ପ୍ରଶ୍ନ ?

ରୋନାଲ ଦିଗଲ (ଫାଷ୍ଟ ନିୟୁଜ ଓଡିଶା ) କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ୍ ଅନ୍ତର୍ଗତ ସିମିଲି ସାଇ ର ବେଲାଳସେନ କହଁର ଙ୍କ ଦୁଃଖ ଦାୟକ ଘଟଣା ଦେଖିବାକୁ ମିଳିଛି l ଘର ଛାତ ଉପରେ ବିଦୁତ୍ ତାର ଯାଇଥିବାରୁ ବିପଦରେ ପରିବାର ଲୋକେ l ଘର ଛାତ ଉପରେ କୌଣସି କାମ ରେ ଯାଇଥିବା ବେଲାଳସେନ ବିଦ୍ୟୁତ ଆଘାତ ରେ ଆହାତ ହେଇ ଫୁଲବାଣୀ ମୁଖ୍ୟ ଚିକିତ୍ସା ଳୟ ରେ ଚିକିତ୍ସା ଧୀନ ଥିବା ଦେଖିବାକୁ ମିଳିଛି l ପରିବାର ଲୋକେ ଫିରିଙ୍ଗିଆ ବିଦ୍ୟୁତ ବିଭାଗ ର ଯେଇ ଙ୍କୁ ଅଭିଯୋଗ କରିଥିଲେ ମଧ୍ୟ ଅଧିକାରୀ ଜଣଙ୍କ ମନମାନି କରୁଥିବା ପରିବାର ଆହାତ ହେଇଥିବା ବେଲାଳ ଙ୍କ ପରିବାର ଲୋକେ ଗଣମାଧ୍ୟମ ପ୍ରତିନିଧି କୁନା ଦିଗାଲ ଙ୍କୁ ଜଣେଇବା ସହିତ ଆଗାମୀ ଦିନରେ ଏହାର ସୁ ବ୍ୟବସ୍ତା ନ କଲେ ଫିରିଙ୍ଗିଆ ବ୍ଲକ୍ ଘେରାଓ କରାଯିବ ବଲି କହିଛନ୍ତି l ପରିବାର ଲୋକେ କହିବା କଥା କି ଘର ଛାତ ଉପର ଦେଇ ଯାଇଥିବା ବିଦ୍ୟୁତ ତାର କୁ ବାହାର କରି ଘର ଠୁ ଦୂରରେ ଖୁଣ୍ଟ ବସେଇଲେ ସମସ୍ତ ଙ୍କ ପାଇଁ ସୁବିଧା ହେବ ବଲି ପରିବାର ଲୋକେ ଯେଇ ଙ୍କୁ ବାରମ୍ବାର କହିବା ସତ୍ୱେ ମଧ୍ୟ ଯେଇ ଜଣଙ୍କ କର୍ଣ୍ଣପାତ କରୁନଥିବା କହିଛନ୍ତି l

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 1
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ