ଓଡିଶା ୱେଲଫର ଆସୋସିଏସନ ଟ୍ରଷ୍ଟ ତରଫରୁ ଯବକାର୍ଡ ସମ୍ପର୍କିତ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ

Mar 4, 2025 - 05:04
 0  22
ଓଡିଶା ୱେଲଫର ଆସୋସିଏସନ ଟ୍ରଷ୍ଟ  ତରଫରୁ ଯବକାର୍ଡ ସମ୍ପର୍କିତ  ସଚେତନ  କାର୍ଯ୍ୟକ୍ରମ ଅନୁଷ୍ଠିତ

କୋରାପୁଟ ଜିଲ୍ଲା, ବନ୍ଧୁଗାଁ ବ୍ଲକ , କୁଟ୍ରାବେଡା ପଞ୍ଚାୟତ ଅନ୍ତର୍ଗତ ବରିପୁଟ ଓ ଗୁଲୁମିଗୁଡା. ଗ୍ରାମରେ ଏକ ଜବକର୍ଡସମ୍ପର୍କିତ ସଚେତନ ଶିବିର ଅନୁଷ୍ଠିତ ହାଇଥିଲା l OWAT ର କୋରାପୁଟ ଜିଲ୍ଲା ସଭାପତି ଶ୍ରୀ ଆରାସଡ଼ା ଲଚନା ନେତୃତ୍ୱ ନେଇଥିଲେ! ଗ୍ରାମର ମହିଳା ଓ ପୁରୁଷ ଯବକାର୍ଡ ଧାରୀ ଶ୍ରମିକ ବହୁସଂଖ୍ୟାରେ ଯୋଗଦେଇଥିଲେ ଶ୍ରୀ ଲାଚାନା କହିଥିଲେ କେନ୍ଦ୍ର ଓ ରାଜ୍ୟ ସରକାର ଙ୍କ ମିଳିତ ଆନୁକୂଲ୍ୟରେ ଆପଣ ମାନଙ୍କୁ ଗୋଟିଏ ଗୋଟିଏ ଜବକାର୍ଡ ଦିଆଯାଇଛି! ତାର ମୁଖ୍ୟ ଉଦେଶ୍ୟ ଆପଣ ମାନଂକୁ 100 ଦିନର କାମ ଯୋଗାଇ ଦେବା ସକାଶେ,! ଏହା ହେଉଛି ସରକାରଙ୍କ ଦାରିଦ୍ର ଦୂରୀକରଣ ର ଏକ ଅଂଶ.!ଆପଣମାନେ ବାହାରରାଜ୍ୟକୁ ଦାଦନ ଖଟିବାକୁ ନ ଯାଇ ନିଜ ଗ୍ରାମ ନିଜ ପଞ୍ଚାୟତରେ କାମକରି ଜୀବିକା ନିର୍ବାହକୁ ସୁଦୃଡକରିପାରିବେ ବୋଲି କହିଥିଲା l ଏହା ଶୁଣି ଗ୍ରାମବାସୀ ଅତ୍ୟନ୍ତ ଖୁସି ହେଲେ ! ଆମେ କେବେ କାମ ଆବେଦନ କରିନାହୁଁ! ଆମ୍ବ ମାନଙ୍କୁ ସହଯୋଗ କରିବେ ବୋଲି କହିଲା ରୁ ଶ୍ରୀ ଲଚନା କହିଥିଲେ ଆମ ଅନୁଷ୍ଠାନ ସବୁବେଳେ ଆପଣଙ୍କ ସଙ୍ଗେ ସଙ୍ଗେ ଅଛି କିଛି ଡରିବା ଆବଶ୍ୟକ ନୁହେଁ ସବୁବେଳେ ଆମ୍ଭେମାନେ ଆପଣଙ୍କ ସହ ରହି ଆସିବୁ ବୋଲି ! ତାପରେ ମଣ୍ତଳ ମିଣିଆକା ମଧ୍ୟ କହିଥିଲେ l ଯୋଦି ଯେ କୌଣସି ଲୋକ ସରକାରୀ ଚାକିରୀ କରିଥାଉନାଁ କାହିଁକି ଯୋଦି ସେ କୌଣସି ଗରିବ ଲୋକଙ୍କୁ ପଇସା ଠକି କି ମାଗୁଛି ତାହାହେଲେ ମୋତେ ଫୋନ କରିକି ଜଣାନ୍ତୁ ମୁଁ ସରକାରୀ ଅନୁଷ୍ଠାନ ରେ ଜଣାଇ ସେଟି ରହି ଆପଣଙ୍କର ସାହାଯ୍ୟ କରିବି ବୋଲି l ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ସ୍ଥାନୀୟ ୱାର୍ଡ ମେମ୍ବର ଶ୍ରୀ କୃପା ମିଣିଆକା ଓ, ଗୁଲୁମିଗୁଡା ଗ୍ରାମର ୱାର୍ଡ ମେମ୍ବର ସିଧିଗା ହୁଲୁକା ଏବଂ OWAT ର କର୍ମକର୍ତା ଶ୍ରୀ ରୁଦ୍ର ହୁଲୁକା, ଶ୍ରୀମତି ସୁଶୀଳା ପୀଡିକା , ଲୋଳିତା ପିଡ଼ିକା, ମଞ୍ଜୁଳା ପ୍ରାସ୍କା, ଦିଲୀପ ପ୍ରାସ୍କା, କୁମାରୀ ନିମାଲପୁରୀ ପ୍ରମୁଖ ଉପସ୍ଥିତ ଥିଲେ! l

ବନ୍ଧୁଗାଁ ରୁ ମଣ୍ଡଳ ମିଣିଆକା ଙ୍କ ରିପୋର୍ଟ୍

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ