ଆଦିବାସୀ ସେଙ୍ଗେଲ ଅଭିଯାନ (ASA) ପକ୍ଷରୁ ଜିଲ୍ଲାପାଳ ଦାବିପତ୍ର

Dec 19, 2024 - 20:28
 0  13
ଆଦିବାସୀ ସେଙ୍ଗେଲ ଅଭିଯାନ (ASA) ପକ୍ଷରୁ ଜିଲ୍ଲାପାଳ ଦାବିପତ୍ର

ତା.19.12.2024 ରିଖ ଆଜି ଆଦିବାସୀ ସେଙ୍ଗେଲ ଅଭିଯାନ (ASA) ପକ୍ଷରୁ ଜିଲ୍ଲାପାଳ ମୟୂରଭଞ୍ଜ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ମୟୂରଭଞ୍ଜ, ଜିଲ୍ଲା ଆଇନ ସେବା ପ୍ରାଧିକରଣ ମୟୂରଭଞ୍ଜ ଏବଂ ଜିଲ୍ଲା ନ୍ଯାୟାଳୟ CJM ମୟୂରଭଞ୍ଜଙ୍କୁ ସ୍ମାରକପତ୍ର ପ୍ରଦାନ କରାଯିବାର କାର୍ଯ୍ୟକ୍ରମ ସ୍ଥିର କରାଯାଇଅଛି । ସମୟ : 12.00 ଘଟିକାରୁ 01.30 ଭିତରେ । ବିଷୟ : 30 ଘଣ୍ଟା ଧରି ଅଟକ ଶବ'ର ବାକି ଥିବା ସାମାଜିକ କାର୍ଯ୍ୟ ଏବଂ ଶୁଦ୍ଧିକ୍ରିୟା କାର୍ଯ୍ୟରେ ପ୍ରଶାସନ ପକ୍ଷରୁ ସହଯୋଗ, ସୁରକ୍ଷା ଏବଂ ଦୋଷୀମାନଙ୍କୁ ଗିରଫ କରାଯାଇ ପୀଡିତ ପରିବାରକୁ କ୍ଷତିପୂରଣ ପ୍ରଦାନ କରାଯିବା ସମ୍ବନ୍ଧରେ । ସବିନୟ ଆପଣ ମିଡିଆ ବନ୍ଧୁ ... ଆମ୍ଭର ଉକ୍ତ କାର୍ଯ୍ୟକ୍ରମରେ ସହଯୋଗ ପ୍ରଦାନ କରିବା ସହ ଆଦିବାସୀ ସମାଜ ହିତରେ ଉକ୍ତ ନିମନ୍ତ୍ରଣ ପତ୍ରଟିକୁ ସ୍ୱୀକାର କରିବେ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ