।। ଅଦିନିଆ ବର୍ଷାରେ ଘର ଉପରେ ଗଛ ପଡ଼ିଲା, ଅଳ୍ପକେ ବର୍ତ୍ତିଛନ୍ତି ପରିବାର ଲୋକେ ।।

May 31, 2024 - 05:30
 0  41
।।  ଅଦିନିଆ ବର୍ଷାରେ ଘର ଉପରେ ଗଛ ପଡ଼ିଲା, ଅଳ୍ପକେ ବର୍ତ୍ତିଛନ୍ତି ପରିବାର ଲୋକେ ।।

କଳାହାଣ୍ଡି ଜିଲ୍ଲା କଳମପୁର ବ୍ଲକ ମିନଗୁର ପଂଚାୟତ ଭେଳାଗାଁ ରେ ଅଦିନିଆ ଝଡ଼ବର୍ଷା ରେ ବୁଧବାର ଦିନ ସାନ୍ଧ୍ୟ ସମୟରେ ହଠାତ ପ୍ରବଳ ମାତ୍ରା ରେ ପବନସହିତ ପ୍ରବଳ ବର୍ଷା ହେବାରୁ ଘରଉପେର ଗଛ ପଡିବାରୁ ଘର ଭାଙ୍ଗି ଯାଇଛି ବହୁତ କ୍ଷୟକ୍ଷତି ହୋଇଛି ଅଳ୍ପକେ ବର୍ତ୍ତୀଗଲେ ମଞ୍ଜୁରୀ ନାଏକ ଓ ତାଙ୍କ ପରିବାର ଲୋକେ । ଭେଳାଗାଁ କୋଲନି ପଡା ରେ ମଧ୍ୟ୍ୟ ଘର ଉପେର ଗଛପଡ଼ି ବହୁତ ନଷ୍ଟ ହୋଇଛି ବିଜୁଳିଖୁଣ୍ଟଉପେର ଗଛ ପଡ଼ି ବିଜୁଳି ବିଛିନ୍ ହୋଇଯାଇଛି ଯାହା ଫଳରେ ଜନସାଧାରଣ କ୍ଷୟକ୍ଷତି ସହ ଅସୁବିଧାର ସମ୍ମୁଖୀନ ହେଇଛନ୍ତି । ପ୍ରଶାସନ ତୁରନ୍ତ ପଦକ୍ଷେପ ନେବାକୁ ବୁଦ୍ଧି ମହଳରେ ଚର୍ଚ୍ଚା ହେଉଛି ।

 କଳାହାଣ୍ଡି ଜିଲ୍ଲା ରୁ ବାବୁଲି ହରିଜନଙ୍କ ରିପୋର୍ଟ FIRST NEWS ODISHA .

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ