।। ୭୫ ତମ ବନମତ୍ସବ ସପ୍ତାହ-୨୦୨୪ ।।

Jul 6, 2024 - 06:28
 0  22
।। ୭୫ ତମ ବନମତ୍ସବ ସପ୍ତାହ-୨୦୨୪ ।।

ବୃକ୍ଷ ପ୍ରାଣୀ ଜଗତର ପରମ ବନ୍ଧୁ ଅଟେ । ଜୀବନ ଧାରଣ ପାଇଁ ଆମ୍ଭେମାନେ ବୃକ୍ଷଳତା ଉପରେ ନିର୍ଭର କରିଥାଉ। ତେଣୁ ଭାରତୀୟ ଦର୍ଷନରୁପେ ବୃକ୍ଷ କୁ ଦେବତା ରୁପେ ବର୍ଣ୍ଣନା କରାଯାଇଛି। ବୃକ୍ଷରୋପଣ ଏକ ମହତ୍ତ୍ୱ କର୍ମ , ବୃକ୍ଷର ଆବଶ୍ୟକତାକୁ ଉପଲବ୍ଧ କରି ଭାରତ ସରକାର ବୃକ୍ଷରୋପଣ ଉପରେ ଗୁରୁତ୍ୱାରୋପ କରିଛନ୍ତି । ହେଲେ ଆମେ ଦେଖିବାକୁ ପାଇଲେ ସାନ୍ତପୂର୍ ର ନାଗଝରି ଉଚ୍ଚ ବିଦ୍ୟାଳୟ ଠାରେ ବନ ମୋହୋତ୍ସବ ପାଳନ ହୋଈ ଯାଇଛି, ଜୁଲାଇ ୧ ତାରିଖ ରୁ ୭ ତାରିଖ ପର୍ଯ୍ୟନ୍ତ ସାପ୍ତାହିକ ବନ ମହୋତ୍ସବ। ଏହି ଉତ୍ସବରେ ମୁଖ୍ୟତଃ ଛାତ୍ର ଛାତ୍ରୀଙ୍କୁ ନେଇ ଭବାନୀପାଟଣା ବନବିଭାଗ କର୍ତ୍ତୃପକ୍ଷ, ତଥା ଓଡ଼ିଶା ସରକାର ଙ୍କ ନିର୍ଦ୍ଧେଶ ରେ ଜଙ୍ଗଲ, ପାରିବେଶ ଓ ଜଳବାୟୁ ର ପରିବର୍ତନ ପାଇଁ ଏହା ଏକ ଆନନ୍ଦଦାୟକ ମହତ୍ତ୍ୱପୂର୍ଣ୍ଣ ଆଗମନ ଅଟେ । ଏଠାରେ ବନପାଲ ଭବାନୀ ଶଙ୍କର ପରିଚାଳନା କରିଥିଲେ ।

କଳାହାଣ୍ଡି ଜିଲ୍ଲା ରୁ ବାବୁଲି ହରିଜନ ଙ୍କ ରିପୋର୍ଟ ଫାଷ୍ଟ ନିଉଜ ଓଡ଼ିଶା।

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ