ସାଇବର ଠକେଇ ଠାରୁ ସୁରକ୍ଷିତ ରହିବ ପାଇଁ ଏସ.ପି.ଙ୍କ ସଚେତନତା ବାର୍ତ୍ତା

Jun 16, 2025 - 20:30
 0  14
ସାଇବର ଠକେଇ  ଠାରୁ ସୁରକ୍ଷିତ ରହିବ ପାଇଁ ଏସ.ପି.ଙ୍କ  ସଚେତନତା ବାର୍ତ୍ତା

ନୂଆପଡା : ନୂଆପଡା ଜ଼ିଲ୍ଲା ମୁଖ୍ୟ ପୋଲିସ କାର୍ଯ୍ୟାଳୟ ଠାରେ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏହି ସଚେତନତା କାର୍ଯ୍ୟକ୍ରମରେ ସମସ୍ତ ସରକାରୀ ଏବଂ ବ୍ୟାଙ୍କର ବିଏମ୍, ପେଟ୍ରୋଲ ପମ୍ପ ଏବଂ ଅଳଙ୍କାର ଦୋକାନର ମାଲିକମାନଙ୍କୁ ନିମନ୍ତ୍ରଣ କରାଯାଇଥିଲା । ସମସ୍ତଙ୍କୁ ସାଇବର ଠକେଇ, ଏହାର ଚ୍ୟାଲେଞ୍ଜୀ, ପ୍ରତିରୋଧକ ପଦକ୍ଷେପ ଏବଂ ଅପରାଧୀମାନଙ୍କ ଠାରୁ ସୁରକ୍ଷିତ ରହିବା ବିଷୟରେ ସଚେତନ କରାଯାଇଥିଲା ।

 ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନିୟୁଜ ଓଡିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ