ସରକାରୀ ଏସଏସଡ଼ି ବାଳିକା ଉଚ୍ଚ ବିଦ୍ୟାଳୟ କୋଟେନଚୁଆଁର ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ

Sep 12, 2026 - 05:56
 0  5
ସରକାରୀ ଏସଏସଡ଼ି ବାଳିକା ଉଚ୍ଚ ବିଦ୍ୟାଳୟ କୋଟେନଚୁଆଁର ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ

ଆଜି କୋଟେନଚୁଆଁ ଏସଏସଡ଼ି ବାଳିକା ଉଚ୍ଚ ବିଦ୍ୟାଳୟର ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ମୋହିନୀ ଦଳପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା।ଉକ୍ତ ପ୍ରଦର୍ଶନୀରେ ମୋଟ 38ଟି ପ୍ରକଳ୍ପ ସ୍ଥାନପାଇଥିଲl । ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଶ୍ରୀ ସୋମ୍ୟରଂଜନ ଯୋଷୀ ଓ ସଂଜୟ କୁମାର ମେହେରଙ୍କ ତତ୍ୱାବଧାନରେ ପ୍ରଦର୍ଶନୀ ସଫଳ ହୋଇଥିଲା।ଏହି କାଯ୍ୟକ୍ରମରେ ଶ୍ରୀ ଶ୍ୟାମଲାଲ ପ୍ରଧାନ ଓ ଶ୍ରୀ ରାଧେଶ୍ୟାମ ସାହା ବିଚାରକ ଭାବରେ ଯୋଗଦେଇ ଥିଲେ।ଶ୍ରୀମତୀ ବିନୋଦିନୀ ନାଏକ,ଶ୍ରୀ ସୁବାସ ଚନ୍ଦ୍ର ଯୋଷୀ, ଶ୍ରୀମତୀ ପ୍ରେମଳତା ଦେୱାଙ୍ଗନ, ମାନସ ପାଣ୍ଡେ, ଶ୍ରୀମତୀ ସରିତା ଦଣ୍ଡସେନା, ଦୁଲାରୀ ଠାକୁର,ଧନ ସିଂ ବରିହା, ରୋହିତ ମାଝୀ,ହରେକୃଷ୍ଣ ଶବର ତଥା ବିଦ୍ୟାଳୟର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ। ନୂଆପଡ଼ାରୁ ବିଶ୍ୱନାଥ ସାମଲ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ