ରେଲ ବିଭାଗ, ଓଡ଼ିଶାର ବୃହତ ଜିଲ୍ଲା ମୟୂରଭଞ୍ଜକୁ ଅଣଦେଖା । ମାନ୍ୟବର ସାଂସଦ ନବଚ଼ରଣ ମାଝି କଥା ଦେଇ କଥା ରଖିପାରୁନା ହଁ।ନ୍ତି।

Sep 15, 2024 - 19:05
 0  25
ରେଲ ବିଭାଗ, ଓଡ଼ିଶାର ବୃହତ ଜିଲ୍ଲା ମୟୂରଭଞ୍ଜକୁ ଅଣଦେଖା । ମାନ୍ୟବର ସାଂସଦ ନବଚ଼ରଣ ମାଝି କଥା ଦେଇ କଥା ରଖିପାରୁନା ହଁ।ନ୍ତି।

ଗରୀବ, ଦିନ ମଜୁରିଆ, ଖଟିଖିଆ, ଅଭାବୀ ଆଦିବାସୀ ହନ୍ତସନ୍ତ, ଅଭାବୀ ଛାତ୍ରଛାତ୍ରୀ ମଧ୍ୟ ବାଦ ପଡିନାହିଁ।ନ୍ତି। ବିଜେପି ଗଡରେ ବିଜେପି ଡବଲ ଇଞ୍ଜିନ ସରକାରର ଅଣଦେଖା ବାଙ୍ଗିରୀପୋଷୀ ପୁରୀ ଟ୍ରେନରେ ନାହିଁନଥିବା ଅସମ୍ଭାଳ ଭିଡ଼ । ନିରର୍ଦ୍ଧାରିତ ସମୟରେ, ଏହି ଟ୍ରେନଟି ଚାଲୁନାହିଁ, ଫଳରେ ଆସିବାବେଳେ ବିଳମ୍ବିତ ରାତ୍ରୀରେ ଯାତ୍ରୀ ହନ୍ତସନ୍ତ । ପୁରୀ-ବାଙ୍ଗିରିପୋଷୀ, ଏବଂ ବାଙ୍ଗିରିପୋଷି - ପୁରୀ ଆଉ ଏକ ଟ୍ରେନ ରାତ୍ରୀରେ ପ୍ରତିଦିନ ଚାଲିବା ପାଇଁ ଦାବୀ ହେଉଛି। ଡିଏମୟୂ ଟ୍ରେନଟି ଦିନରେ ଥରେ ମାତ୍ର ବାଲେଶ୍ଵର ଯାଉଛି। ଏହାଦିନରେ ଚାରିଥର ଚାଲିବା ପାଇଁ ଦାବୀ ହେଉଛି। ଏହା ଯଥାଶୀଘ୍ର କାର୍ଯ୍ୟକାରୀ କରିବାପାଇଁ ପ୍ରଧାନମନ୍ତ୍ରୀ ଓ ରେଳ ମନ୍ତ୍ରୀଙ୍କୁ ମୟୂରଭଞ୍ଜ ବାସୀ ନିବେଦନ କରିଛନ୍ତି । ମୟୂରଭଞ୍ଜ,

ବାରିପଦାରୁ -ଗୌର ଦାସଗିରିଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ