।। ଭଙ୍ଗା ଦଦରା ଘରେ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ନିମନ୍ତେ ରୋଷେଇ ଚାଲିଛି l।

Aug 6, 2024 - 13:30
 0  7
।। ଭଙ୍ଗା ଦଦରା ଘରେ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ନିମନ୍ତେ ରୋଷେଇ ଚାଲିଛି l।

କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ ଅନ୍ତର୍ଗତ ଗାରିଡି ପଞ୍ଚାୟତର ଡୁମାଡ଼ଙ୍ଗର ଗ୍ରାମର ସରକାରୀ ଉର୍ଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏହିପରି ଦୃଶ୍ୟ ଦେଖିବାକୁ ମିଳିଛି l ଏହିପରି ଭଙ୍ଗାରୁଜା ରୁମ୍ ରେ ପିଲାମାନଙ୍କ ନିମନ୍ତେ ରୋଷେଇ ଚାଲିଛି l ଏବଂ ବର୍ଷା ହେଲେ ସେହି ରୁମ୍ କୋଉ କାମରେ ଆସୁନାହିଁ l ବର୍ଷାରେ ଗଳି ଯାଉଥିବାର ଦେଖିବାକୁ ମିଳୁଛି l ବର୍ଷା ହେଲେ ଖାଦ୍ୟରେ ପାଣି ଛିଟିକି ପଡ଼ି ଯାଉଅଛି l ଓ ହଣ୍ଡା ଡେଚିକି ମଧ୍ୟ ଗଳି ଯାଉଅଛି l ଏହି ବିଷୟ ନେଇକି ବାରମ୍ବାର ଅଭିଯୋଗ କରୁଥିଲେ ମଧ୍ୟ ସରକାରୀର ନଜର ପଡୁନାହିଁ l ଏବଂ ଭଜନ କରିବା ନିମନ୍ତେ ଛାତ୍ରଛାତ୍ରୀଙ୍କୁ ମଧ୍ୟ ଠିକ୍ ରେ ଖାଦ୍ୟ ଅଣ୍ଟୁ ନ ଥିବାରୁ ବଞ୍ଚିତ ହେଉଛନ୍ତି l ସ୍କୁଲରେ ପ୍ରାୟ ୧୨୦ ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ପଡ଼ୁଛନ୍ତି l

ବନ୍ଧୁଗାଁ ରୁ ମଣ୍ଡଳ ମିଣୀଆକା ଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ