।।ବିଜେଡି ର ନିର୍ବାଚନ ଆଚରଣ ଵିଧି ଖୋଲା ଖୋଲି ଉଲଂଘନ। ବିରୋଧ ପରେ ପ୍ରଶାସନ ଚେତିଲା ଓ ପୋଷ୍ଟର ହଟେଇଲା ।।

ଥୁଆମୂଳ ରାମପୁର ବ୍ଲକ ମୁଖ୍ୟ ରାସ୍ତା ପାଖରେ ଥିବା ବନ୍ଧ ପାଖରେ ବିଜୁ ଜନତା ଦଳ ର ମୁଖ୍ୟମନ୍ତ୍ରୀ ଙ୍କ ଫୋଟୋ ଥାଇ 5T ବ୍ୟାନର ଲାଗିଥିଲା l ଏହା ପ୍ରଶାସନଙ୍କର ଅଜାଣତରେ ବ୍ୟାନର ଲାଗିଥିଲା ବୋଲି ପ୍ରଶାସନ ସ୍ୱୀକାର କରି l ଦୁଇରୁ ତିନି ଦିନ ବ୍ୟାନେର ଲାଗି ରହିଥିଲା l ଖୁଲୁମ ଖୁଲା ଆଚରଣ ଵିଧି କୁ ଉଲଂଘନ କରିଥିବା ବୁଦ୍ଧି ଯିବି ମହଲ ରେ ଚର୍ଚ୍ଚା ହୋଇଛି l ଏହା ପ୍ରକୃତ ରେ ଆଇନ ବିରୋଧୀ କାର୍ଯ୍ୟ ହୋଇଛି l ବ୍ୟାନର କୁ ନେଇ ବିରୋଧ କଲାପରେ ପ୍ରଶାସନ ଯାଇ ବ୍ୟାନର ହଟାଇଲେ l
କଳାହାଣ୍ଡି ଜିଲ୍ଲା ରୁ ମକୁନ୍ଦ ନାଏକଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡିଶା
What's Your Reaction?






