ବାନେର ଗ୍ରାମ ଠାରେ ରାତି ଅଧରେ ଜଂଗଲୀ ଭାଲୁ ବୁଲୁଥିବା ସୂଚନା

କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଳକ ଅନ୍ତର୍ଗତ ବାନେର ଗ୍ରାମପଞ୍ଚାୟତ ର ବାନେର ଗ୍ରାମ ଠାରେ ରାତି ଅଧରେ ଜଂଗଲୀ ଭାଲୁ ବୁଲୁଥିବା ସୂଚନା ସ୍ଥାନୀୟ ସି ସି ଟିଭି ସାମ୍ନା କୁ ଆସିଛି । ଲୋକଙ୍କ ପାଇଁ ସତର୍କ ବାଣୀ, ଏଣିକି ରାତିରେ ନିଜ ନିଜ ଘରୁ ବାହାରକୁ ଗଲା ସମୟରେ କିମ୍ବା ବିଳମ୍ବ ରାତିରେ ସତର୍କତା ସହ ଯାତାୟାତ କରନ୍ତୁ , ଏଭଳି ସୂଚନା ପାଇଲା ମାତ୍ରେ ସ୍ଥାନୀୟ ଜଙ୍ଗଲ ବିଭାଗ ଅଧିକାରୀ ଙ୍କୁ ସିଧାସଳଖ ସୂଚନା ଦିଅନ୍ତୁ ଧନ୍ୟବାଦ୍ ।
କଳାହାଣ୍ଡି ରୁ ବାବୁଲି ହରିଜନଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା
What's Your Reaction?






