।। ବର୍ତ୍ତମାନ ବଡ଼ ଖବର ବାଇକ୍ ଟି ଭାରସାମ୍ୟ ହରାଇ ରାସ୍ତା କଡକୁ ଖସି ପଡ଼ିବାରୁ ଦୁଇ ଯୁବକ ଗୁରୁତର ।।

Oct 14, 2024 - 08:31
 0  13
।। ବର୍ତ୍ତମାନ ବଡ଼ ଖବର  ବାଇକ୍  ଟି ଭାରସାମ୍ୟ ହରାଇ ରାସ୍ତା କଡକୁ ଖସି ପଡ଼ିବାରୁ ଦୁଇ ଯୁବକ ଗୁରୁତର ।।

ପାଟଣା ତେଲ ଟାଙ୍କି ପାଖରେ ଏକ ବାଇକ୍ ଟି ଭାରସାମ୍ୟ ହରାଇ ରାସ୍ତା କଡକୁ ଖସି ପଡ଼ିବାରୁ ଦୁଇ ଯୁବକ ଗୁରୁତର ହୋଇଛନ୍ତି ଗୁରୁତର ଯୁବକ ମାନେ ହେଲେ ଘଟଗାଁ ଥାନା ଘଟଗାଁ ବ୍ଲକ ଅନ୍ତର୍ଗତ ପିପିଳିଆ ମାହାନ୍ତ ସାହିର ଶ୍ରୀ ରାମ କେଶ୍ଵର ମାହାନ୍ତ (୧୮) ଓ ଅନ୍ୟ ଜଣେ ହେଲେ ଝୁମ୍ପୁରା ବ୍ଲକ ଖେଣ୍ଡରା ଗ୍ରାମର ହାପି ମାହାନ୍ତ (୨୦) ବୋଲି ଜଣାପଡିଛି ଦୁହେଁ ବାଇକ୍ ଯୋଗେ ପାଟଣା ରାବଣପୋଡ଼ି ଦେଖିବା ପାଇଁ ଆସୁଥିବା ସମୟରେ ବାଇକ ଟି ଭାରସାମ୍ୟ ହରାଇ ଥିଲା ଯାହାଫଳରେ ଦୁଇ ଜଣଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ପ୍ରଥମେ ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ ସେଠାରେ ଦୁଇ ଜଣଙ୍କ ଅଧିକ ଗୁରୁତର ହେବାରୁ ଡାକ୍ତର ଦୁଇ ଜଣଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ ।

କରିଛନ୍ତି କେନ୍ଦୁଝର ରୁ ଦଶରଥ ବାରିକ୍ ଙ୍କ ରିପୋର୍ଟ ଫାଷ୍ଟ ନିଉଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ