ପ୍ରଗତି ଶିକ୍ଷ୍ୟନୁଷ୍ଠାନର ବାର୍ଷିକ କ୍ରୀଡା ଉତ୍ସବ

Nov 9, 2024 - 20:51
 0  11
ପ୍ରଗତି ଶିକ୍ଷ୍ୟନୁଷ୍ଠାନର ବାର୍ଷିକ କ୍ରୀଡା ଉତ୍ସବ

ଭବାନୀପାଟଣା ସହର ନିକଟବର୍ତ୍ତୀ ରାଇସିଂପୁର ସ୍ଥିତ ପ୍ରଗତି ଶିକ୍ଷ୍ୟନୁଷ୍ଠାନର ଚତୁର୍ଦ୍ଦସ ବାର୍ଷିକ କ୍ରୀଡା ଉତ୍ସବ ଉଦଘାଟିତ ହୋଇଯାଇଛି | ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ କଳାହାଣ୍ଡି ଜିଲ୍ଲା ଅତିରିକ୍ତ ଏସପି ଶ୍ରୀ ଆନନ୍ଦ ବର୍ଦ୍ଧନ ଗୁରୁ, ପ୍ରଗତି ଶିକ୍ଷ୍ୟନୁଷ୍ଠାନର ମୁଖ୍ୟ ଅଜୟ କୁମାର ପଣ୍ଡା, ପ୍ରଶାସନିକ ଅଧିକାରୀ ପ୍ରଣବ କୁମାର ପଣ୍ଡା, ପ୍ରଗତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଶେଷଦେବ ମୁଣ୍ଡ, କଂସେପ୍ଟ ସ୍କୁଲ ଅଧକ୍ଷ ଚିନ୍ମୟ ଗୁରୁ, ପ୍ରଗତି ମହାବିଦ୍ୟାଳୟ ର ଅଧକ୍ଷ ତାପସ ପରିମାନିକ, ପ୍ରଗତି କଲେଜଇଟ ସ୍କୁଲର ପ୍ରଧାନ ଶିକ୍ଷକ ଲୋକନାଥ ଖଡ଼ିକାର, ଜୁନିଅର ଉଇଁଗ୍ସ ଅଧ୍ୟକ୍ଷା ଅସିଆ ସାଏଳା, ପ୍ରାଇମ ଅଧକ୍ଷ ଆକାଶ ନନ୍ଦ ଓ ଲସମୀକାନ୍ତ ବେହେରା ପ୍ରମୁଖ ଉପସ୍ଥିତ ଥିଲେ |ଏହି କ୍ରୀଡା ଉତ୍ସବଟିକୁ ଶାରୀରିକ ଶିକ୍ଷକ ଶଶୀ ଭୂଷଣ ଦାସ ପରିଚାଳନା କରିଥିବାବେଳେ ପ୍ରଣବ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ |

କଳାହାଣ୍ଡି ଜିଲ୍ଲା ଭବାନୀ ପାଟଣା ରୁ ମାନସ କୁମାର ନାଏକ ଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ