।। ପାଇଖାନା ଘରେ ଜଣେ ବୃଦ୍ଧ ଙ୍କ ଜୀବନ କେମିତି କଟୁଛି ।।

Jul 24, 2024 - 19:28
 0  7
।। ପାଇଖାନା ଘରେ ଜଣେ ବୃଦ୍ଧ ଙ୍କ ଜୀବନ କେମିତି କଟୁଛି ।।

ଆପଣମାନେ ନିଜେ ଦେଖିଲେ ବିଶ୍ଵାସ କରିପାରିବେ ଏପରି ଦେଖିବାକୁ ମିଳିଛି ପାଟଣା ବ୍ଲକ ଏରେଣ୍ଡେଇ ପଞ୍ଚାୟତ ଅନ୍ତର୍ଗତ ଡିଆନାଳୀ ଗ୍ରାମର ମଣି ନାଏକ ତାଙ୍କୁ ଏପର୍ଯ୍ୟନ୍ତ ସରକାରୀ ସୁବିଧା ମିଳିପାରିନାହିଁ ୫ ବର୍ଷ ଧରି ଏହି ପାଇଖାନା ଘରେ ରହୁଛନ୍ତି ସ୍ବାମୀ ତାଙ୍କୁ ପଚାରୁ ନାହାନ୍ତି ମଣି ନାଏକ ଙ୍କ ମଧ୍ୟ ଦୁଇ ପୁଅ ଅଛନ୍ତି ହେଲେ ତାଙ୍କୁ କେହିବି ପଚାରୁ ନାହାନ୍ତି ଏହି ପରି ଅବସ୍ଥାରେ ରହି ଆସୁଛନ୍ତି ତାଙ୍କର ମୂଳ ଘର ୩ ବର୍ଷ ତଳେ ଭାଙ୍ଗି ମାଟିରେ ମିଶି ଯାଇଛି ମଣି ନାଏକ ଙ୍କୁ ମାସେ ହେବ ଭତ୍ତା ପାଇଛନ୍ତି ପାଇଖାନା ଘରେ ବସିବା ମଧ୍ୟ ସହଜ ନୁହେଁ ସେ ତାହା ମଧ୍ୟରେ ବର୍ଷ ବର୍ଷ ଧରି ରହି ଆସୁଛନ୍ତି ଆବାସ ଘର ପାଖରେ ନଥିବାବେଳେ ବାଧ୍ୟ ହୋଇ ସେ ପାଇଖାନା ଘରେ ରହୁଛନ୍ତି ତୁରନ୍ତ ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହେଉଛି ।

କେନ୍ଦୁଝର ରୁ ଦଶରଥ ବାରିକ୍ ଙ୍କ ରିପୋର୍ଟ ଫାଷ୍ଟ ନିଉଜ୍ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ