ନ୍ୟାସନାଲ ମହାବିଦ୍ୟାଳୟ ଠାରେ ସ୍ବାମୀ ବିବେକାନନ୍ଦଙ୍କ ଜୀବନି ଓ ଆଦର୍ଶ ସମ୍ପର୍କରେ ଆଲୋଚନା

Nov 30, 2025 - 20:36
 0  2
ନ୍ୟାସନାଲ ମହାବିଦ୍ୟାଳୟ ଠାରେ ସ୍ବାମୀ ବିବେକାନନ୍ଦଙ୍କ ଜୀବନି ଓ ଆଦର୍ଶ ସମ୍ପର୍କରେ ଆଲୋଚନା

ନୂଆପଡା ଜିଲ୍ଲା ନ୍ୟାସନାଲ ମହାବିଦ୍ୟାଳୟ ଠାରେ I QAC ଓ ସ୍ବାମୀ ବିବେକାନନ୍ଦ ଲୋକ ସଂସଦର ମିଳିତ ଆନୁକୂଲ୍ୟରେ ଉଦବୋଧନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛିI ମହାବିଦ୍ୟାଳୟର ଅଧ୍ଯକ୍ଷ ହିତେଶ କୁମାର ସାହୁଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ନ୍ଯାସନାଲ ମହାବିଦ୍ଯାଳୟର ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର ସମରେନ୍ଦ୍ର ନାରାୟଣ ଦାଶ ମୁଖ୍ଯବକ୍ତା, IQAC ର ସଂଯୋଜିକାର ମମତା ପଟ୍ଟନାୟକ, ଡ଼ ପ୍ରଣତି ପଣ୍ଡା, ହେମାଳ ସା ପ୍ରମୁଖ ସମ୍ମାନୀତ ଅତିଥି ଭାବେ ମଞ୍ଚାସୀନ ଥିଲେ । ଅତିଥି ମାନେ ସ୍ବାମୀ ବିବେକାନନ୍ଦଙ୍କ ଜୀବନି ଓ ଆଦର୍ଶ ସମ୍ପର୍କରେ ଆଲୋଚନା କରିଥିଲେ। ସ୍ବାମୀ ବିବେକାନନ୍ଦ ଲୋକ ସଂସଦ ପଶ୍ଚିମ ବିଭାଗର ସଂଯୋଜ ଡ଼ ଚନ୍ଦ୍ରଶେଖର ଚନ୍ଦ୍ରକାର କାର୍ଯ୍ୟକ୍ରମ ଟିକୁ ସଂଯୋଜନା କରିଥିବା ବେଳେ ଅଧ୍ଯାପକ ଶିବ ପ୍ରସାଦ ସା ଉପସ୍ଥିତ ଅତିଥି ଓ ଛାତ୍ରଛାତ୍ରୀ ମାନଙ୍କୁ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।

ନୂଆପଡ଼ାରୁ ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନିୟୁଜ ଓଡିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ