ନରେନ୍ଦ୍ର ପୁର ଗ୍ରାମ ରେ ସ୍ୱଚ୍ଛ ଗଞ୍ଜାମ ସଫେଇ କାର୍ଯ୍ୟ କ୍ରମ
ଚମା ଖଣ୍ଡି-୦୪/୦୮/୨୦୨୬ ଆଜି ନରେନ୍ଦ୍ର ପୁର ଗ୍ରାମ ର ସାପ୍ତାହିକ ହାଟ ବୁଧବାର ବଜାର ଓ ମାର୍କଟ କମ୍ପଳ୍ପେସ ଗୁଡ଼ିକ ଘର ସାମନାରେ,ସରପଞ୍ଚ ପ୍ରତି ଜ୍ୟୋତି ରଞ୍ଜନ ସାହୁ ତ୍ବତାଧିନ ରେ ସଫେଇ କାର୍ଯ୍ୟ କ୍ରମ ଅନୁଷ୍ଟିତ ହୋଇଯାଇଛି। ମହିଳା ସ୍ବୟଂ ଗୋଷ୍ଠୀ ମାନେ ଆବର୍ଜନା ପଲିଥିନ ପ୍ଲାଷ୍ଟିକ ଆଦି ସଫେଇ କରି ଥିଲେ। ଏଥିରେ ସମିତି ସଭ୍ୟ, ନୋଡାଲ ଅଫିସ ରିତିକା ପଣ୍ଡା,ଓ ଏଲ ଏମ୍, ବ୍ୟାଙ୍କ ମିତ୍ର କୃଷି ମିତ୍ର ସି ଆ ର ପି, ସହଯୋଗ କରିଥିଲେ।
ଗଞ୍ଜାମ ଜିଲ୍ଲା ପ୍ରତିନିଧି ରାଜେଶ କୁମାର ସାହୁଙ୍କ ରିପୋର୍ଟ
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0