।। ଜୟ ହିନ୍ଦ ଜୟ ଭାରତ ।।

Aug 14, 2024 - 20:41
 0  61
।। ଜୟ ହିନ୍ଦ ଜୟ ଭାରତ ।।

ବାଂଲାଦେଶରେ ହିନ୍ଦୁମାନଙ୍କ ହତ୍ୟା ଏବଂ ହିନ୍ଦୁ ଦେବାଦେବୀଙ୍କ ପ୍ରତି ଅସମ୍ମାନକୁ ଘୋର ବିରୋଧ କରିବା ସହିତ ଓଡିଶାରେ ଅବୈଧ ବାଂଲାଦେଶୀଙ୍କୁ ତୁରନ୍ତ ଚି଼ହ୍ନଟ କରି ଉପଯୁକ୍ତ ପଦକ୍ଷେପ ନେବାପାଇଁ ବରୀ ତହସିଲଦାରଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କଲୁ ।

ବରୀ ପ୍ରତିନିଧି ରଞ୍ଜିତ ମହାନ୍ତିଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ