।। ଜଣେ ମହିଳା ଙ୍କୁ ନିର୍ଧୁମ୍ ମାଡ ମାରିଥିବା ଅଭିଯୋଗ,ପୋଲିସ ଥାନା ରେ ଦେଲେ ଏତଲା ।।

Jun 4, 2024 - 05:49
 0  11
।। ଜଣେ ମହିଳା ଙ୍କୁ ନିର୍ଧୁମ୍ ମାଡ ମାରିଥିବା ଅଭିଯୋଗ,ପୋଲିସ ଥାନା ରେ ଦେଲେ ଏତଲା ।।

ମୁରିବାହାଲ ତା :୦୩/୦୬/୨୪ ବଲାଙ୍ଗୀର ଜିଲ୍ଲା ମୁରିବାହାଲ ଥାନା ଅନ୍ତର୍ଗତ ଲିମପଡା ଗ୍ରାମ ର ଚମ୍ପା ଛୁରା ବୟସ ୩୦ ସକାଳ ୮ ଟା ସମୟ ରେ ବେ୍ଲମତୀ ଛୁରା ଙ୍କ ଘରକୁ SHG ଗ୍ରୁପ ଋଣ ଟଙ୍କା ପାଇଁ କଥା ହେବା ସମୟରେ ସେହି ସମୟରେ ତାଙ୍କ ସ୍ୱାମୀ ବ୍ରାହ୍ମନନ୍ଦ ଛୁରା ଆସିକି ତାଙ୍କୁ ଅଶଭ୍ୟ ଅଶ୍ୟଲ୍ ଏହି ଭାଷା ରେ ଗାଳି ଗୁଲଜ କରି ନିରଧୂମ ମାଡ ମରିବା ସହ ଇଟା ମୁଖା ଧରି ଛାତି ରେ ଏବଂ ହାତ ପାପୁଲି ରେ ମଧ୍ୟ ମାଡ ମାରି କି ତାଙ୍କ ଘରକୁ ଯାଇ ମଧ୍ୟ ମାରିଥିଲେ ଜଣେ ଯୁବତୀ ଙ୍କ ଆଗ ପଛରେ କିଏ ନ ଥିବାରୁ ଜଣେ ମହିଳାଙ୍କୁ ଏକୁଟିଆ ଅଛି ବୋଲି ଏଭଳି ନିସ୍ତୁକ ମାଡ ମାରିଥିବା ମୁରିବାହାଲ ଥାନା ରେ ଅଭିଯୋଗ କରିଛନ୍ତି ! ଅଭିଯୋଗ ପରେ ମଧ୍ୟ ମେଡିକାଲ ରେ ଚିକିତ୍ସା ହେବା ପାଇଁ ଯାଇଥିବା ବେଳେ ମୁରିବାହାଲ ଗୋଷ୍ଠୀ ସ୍ୱାସ୍ଥ୍ କେନ୍ଦ୍ର ଟିଟିଲାଗଡ ମେଡିକାଲ କୁ ସ୍ଥାନାଂତର କରାଯାଇଛି !

ମୁରିବାହାଲ ରୁ ବାଳକୃଷ୍ଣ ମିଶ୍ର ଙ୍କ ସହିତ ସତ୍ୟଜିତ ଷଡ଼ଙ୍ଗୀ ଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ