।। ଗାଁ ରେ ହେଲେ ବି କ୍ରିକେଟ ଟୁର୍ନାମେଣ୍ଟ ଏକ I.P.L ଦେଖିଲା ପରି ଲାଗୁଛି ।।

Jun 29, 2024 - 07:06
 0  12
।। ଗାଁ ରେ ହେଲେ ବି କ୍ରିକେଟ ଟୁର୍ନାମେଣ୍ଟ ଏକ I.P.L ଦେଖିଲା ପରି ଲାଗୁଛି ।।

ମାଁ ବସ୍ତରେନକ୍ରିକେଟଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଥିଲା ଏଥିରେ ଦୁଇଟି ଟିମ ଫାଇନାଲ ଖେଳ ହୋଇଥିଲା କନ୍ଧାବୁଟୁରା. Vs. ରେଙ୍ଗାଲିପାଳି ଦୁଇଟି ଦଳ ର ଫାଇନାଲ ଖେଳ ହୋଇଥିଲା, କନ୍ଧା ବୁଟୁରା ଫାଷ୍ଟ ବେଟିଂଙ୍ଗ କରି ବାର ଓଭ ର ରେ. 97ରନ କରିଥିବା ବେଳେ, ରେଙ୍ଗlଲପାଳି 87ରନ କରି ଅଲଆଉଟ ହୋଇଥିଲା ଯାହାଫଳରେ କନ୍ଧାବୁଟୁରା ବିଜୟ ଲାଭ ହୋଇଥିଲା । ବହୁତସୁନ୍ଦର ଭାବରେ ଖେଳ ଖେଳାଳି ଖେଳିଥିବା ବେଳେ ତାଙ୍କ ଖେଳରେ ସହ ସହ ଦର୍ଶକ କର ତାଳିଦେଇ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ । ଏହି ଖେଳର ଆୟୋଜନ କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ବାଣ୍ଡିଗାଁ ପଞ୍ଚାୟତ ରେଙ୍ଗେଲପାଲି ବୁଟ୍ରା ପଡା ଠାରେ ହେଇଥିଲା । ଏଥିରେ ମୁଖ୍ୟ ଅଥିତି ପୂର୍ବତନ ବାଣ୍ଡିଗାଁ ସରପଞ୍ଚ. ଶ୍ରୀ ଉଦିତ ପୁଝାରୀ.ଶ୍ରୀ ଚିତ୍ତରଞ୍ଜନ ପଣ୍ଡା.ସମ୍ମାନୀୟ ଅଥିତି. ଶ୍ରୀ ସତ୍ୟ ଗୌଉଡ଼. ଶ୍ରୀସୁଦାମ ପଟେଲ.ଏବଂ କ୍ରିକେଟ କମିଟି ଗ୍ରାମ ବାସି. ଅଙ୍ଗଦ ନାଗ. ଗଗନ ରାଉତ. ଶଙ୍କର ରାଉତ. ଟଙ୍କଧର ନାଗ. କୃଷ୍ଣ ଚନ୍ଦ୍ର ନାଗ. ଏବଂ ଗ୍ରାମ ବାସି ସହଯୋଗ କରି ଥିଲେ ।

କଳାହାଣ୍ଡି ଜିଲ୍ଲା ରୁ ବାବୁଲି ହରିଜନଙ୍କ ରିପୋର୍ଟ୍ FIRST NEWS ODISHA.

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ