।। ଗତକାଲି ଆଇ ୟୁଭା ସଂଗଠନ ତରଫରୁ ରାୟଗଡ଼ା ଚେକାଗୁଡ଼ା ଠାରେ ଶାଢ଼ି ବଣ୍ଟନ କଲେ ରଶ୍ମିତା ଟେଟେ ।।

Dec 24, 2023 - 07:27
 0  14
।। ଗତକାଲି ଆଇ ୟୁଭା ସଂଗଠନ ତରଫରୁ ରାୟଗଡ଼ା ଚେକାଗୁଡ଼ା ଠାରେ ଶାଢ଼ି ବଣ୍ଟନ କଲେ ରଶ୍ମିତା ଟେଟେ ।।

ଆଇ ୟୁଭା ସଂଗଠନ ତରଫରୁ ରାୟଗଡ଼ା ଚେକାଗୁଡ଼ା ଠାରେ ଶାଢ଼ି ବଣ୍ଟନ କଲେ ରଶ୍ମିତା ଟେଟେ, ରାୟଗଡ଼ା ଚେକାଗୁଡା ହାଉସ ଅଫ ପ୍ରେଇଜ ଚର୍ଚ୍ଚ ଠାରେ ବିଧବା ବୃଦ୍ଧ, ବୃଦ୍ଧା ଙ୍କୁ ଶାଢ଼ି ବଣ୍ଟନ କଲେ , ଇନ୍ଦ୍ରା ଓମେନ୍ ଓର୍ଗାନାଇଜେସନ୍ ଫର୍ ଭୋଲ୍ୟୁଣ୍ଟ୍ରୀ ଆକ୍ସନ ସଂଘଟନ ର ଚେରମେନ୍ କମ୍ ସେକ୍ରେଟାରି ରଶ୍ମିତା ଟେଟେ ଆଜି ଏହି ବୃଦ୍ଧ ବୃଦ୍ଧା ମାନଙ୍କୁ ଶାଢ଼ି ବଣ୍ଟନ କଲେ , ସେ ସବୁବେଳେ ଲୋକଙ୍କ ସାଥିରେ ରହି ସମାଜ ସେବା କରିବା ପାଇଁ ଏହି ସଂଘଟନ୍ ନିଜେ ଆରମ୍ଭ କରିଛନ୍ତି, ରାୟଗଡ଼ା ଜିଲ୍ଲା ଚେକାଗୁଡ଼ା ରେ ଶାଢ଼ି ବଣ୍ଟନ ପରେ ପାଳକ ପ୍ରବାଶ ଗାଣ୍ଟା ତାଙ୍କ ନିମନ୍ତେ ପ୍ରାର୍ଥନା କରିବା ସହ ବେଶ୍ ଖୁସି ହଇଥିଲେ ଏବଂ ଏହିପରି ମହତ୍ୱ କାର୍ଯ କୁ ମଧ୍ୟ ଅନେକ ମହଲ ରେ ବେଶ୍ ପ୍ରଶଂସା କରିବା ଦେଖିବାକୁ ମିଳିଥିଲା ।

 କ୍ୟାମେରା ମେନ ରବି ଗୌଡ଼ଙ୍କ ସହ ରାୟଗଡାରୁ ଜଗନ୍ନାଥ ଖୋସଲାଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ