।।କାହାର ଦବାବରେ-ପୋଲିସ ଘଣ୍ଟ ଘଡ଼ଉଛି ।।

ରଂଶୋଳ ପଞ୍ଚାୟତ ଠାରେ ଦେଖିବାକୁ ମିଳିଛି ବିଜେଡି ସରକାର ଙ୍କର ବିଜେଡି ସମିତି ସଭ୍ୟା ଉମାରାଣୀ ପ୍ରଧାନ ୯ ଟି ଏସେଜି ଗ୍ରୃପୁରୁ ୭ ଲକ୍ଷ୍ୟ ୮ ହଜାର ଟଙ୍କା ହରିଲୁଟ କରିି ଫେରାର l* Anc - ଯାଜପୁର ସୁକିନ୍ଦା ନିର୍ବାଚନ ମଣ୍ଡଳୀ କାଳିଆପାଣି ଥାନା ଅନ୍ତର୍ଗତ ରଂଶୋଳ ପଞ୍ଚାୟତ ଠାରେ ଦେଖିବାକୁ ମିଳିଛି ବିଜେଡି ସରକାର ଙ୍କର ବିଜେଡି ସମିତି ସଭ୍ୟା ଉମାରାଣୀ ପ୍ରଧାନ ୯ ଟି ଏସେଜି ଗ୍ରୃପୁରୁ ୭ ଲକ୍ଷ୍ୟ ୮ ହଜାର ଟଙ୍କା ହରିଲୁଟ କରିି ଫେରାର। ସୂଚନା ମୁତାବକ ୨୦୨୨ ନିର୍ବାଚନ ରେ ପଞ୍ଚାୟତ ନିର୍ବାଚନରେ ବିଜେଡି ସମିତି ସଭ୍ୟା ଭାବେ ଲଢିବା ପାଇଁ ରଂଶୋଳ ପଞ୍ଚାୟତ ରେ ଉମାରାଣୀ ପ୍ରଧାନ କୁସୁମୁଣ୍ଡିଆ ର ୧ _ମାମଙ୍ଗଳା ଏସ୍ଏଜି ଗ୍ରୁପ ର ମିନତି ଲୁହାର। ୨_ଲକ୍ଷ୍ମୀନାରୟଣ ଏସ୍ଏଜି ଗ୍ରୁପ ର ଭଦ୍ରାବତି ପାତ୍ର। ୩_ମାତାରେଣୀ ଏସ୍ଏଜି ଗ୍ରୁପ ର ଛଣୀଲତା ଦେହୁରୀ। ୪_ମହାପାଟ ଏସ୍ଏଜି ଗ୍ରୁପ ର ଟୁନୁ ନାଏକ। ୫_ମହାକାଳୀ ଏସ୍ଏଜି ଗ୍ରୁପ ରୁ ସଖୀ ଦେହୁରୀ। ୬_ଜୟ ଜଗନ୍ନାଥ ଏସ୍ଏଜି ଗ୍ରୁପ ର ବିଳାସିନୀ ଦେହୁରୀ। ୭_ବନଦୃର୍ଗା ଏସ୍ଏଜି ଗ୍ରୁପ ର ମାତା ଦେହୁରୀ। ୮_ମା ଶାରଳା ଏସ୍ଏଜି ଗ୍ରୁପ ର ସୀତା ଦେହୁରୀ। ୯_ମା ଜଗତ ଜନନୀ ଏସେଜି ଗ୍ରୃପୁର ମହିଳା ଙ୍କୁ କହିଥିଲେ ତୁମେ ଯେଉଁ ପ୍ରାଇଭେଟ୍ କମ୍ପାନୀରୁ ଟଙ୍କା ଆଣୁଛ ସେଥିରେ ଚଳୁଛ ସେ ଟଙ୍କା ମୋତେ ଦେଇ ଦିଅ ପଞ୍ଚାୟତ ନିର୍ବାଚନରେ ବିଜେଡି ସମିତି ସଭ୍ୟା ଭାବେ ଜିତିଲା ପରେ ୧୧ ଲକ୍ଷ ରୁ ଉର୍ଦ୍ଧ ଟଙ୍କା ସବୁ ଫେରାର ଦେବୀ ଓ ତୁମ ୯ ଟି ଏସ୍ଏଜି ଗ୍ରୁପ ଲୋକଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଘର, ଭତ୍ତା, ରlସନ କାଡ, ଜବକାଡ, ବିଭିନ୍ନ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦେବି ବୋଲି କହି ନେଇଥିଲେ। ହେଲେ ବିଜେଡି ସମିତି ସଭ୍ୟା ରେ ଜିତିଲେ ଉମାରାଣୀ ପ୍ରଧାନ ଜିତିଲା ପରେ ଗ୍ରୃପୁର ଟଙ୍କା ସବୁ ନେଉଥିବା ସେଥିରୁ ୪ ଲକ୍ଷ ଟଙ୍କା ଦେଇ ୭ ଲକ୍ଷ ୮ ହଜାର ଟଙ୍କା ଓ ଘର ଭତ୍ତା ରlସନ କାଡ ଜବକାଡ ବିଭିନ୍ନ ପ୍ରକାର ସୁବିଧା ସୁଯୋଗ ନଦେଲେ ବିଜେଡି ସମିତି ସଭ୍ୟା ଉମାରାଣୀ ପ୍ରଧାନ ଦେଢ ମାସ ହେଲା ଫେରାର ହେଲେ । ବିଜେଡି ସମିତି ସଭ୍ୟା ଉମାରାଣୀ ପ୍ରଧାନ ୭ ଲକ୍ଷ ୮ ହଜାର ଟଙ୍କା ନେଇ ଫେରାର ହେବାରୁ ୯ ଟି ଏସେଜି ଗ୍ରୃପୁ ର ଟଙ୍କା ସେଥିପାଇଁ ପ୍ରାଇଭେଟ୍ କମ୍ପାନୀରୁ ୯ ଟି ଏସେଜି ଗ୍ରୃପୁ କୁ ଟଙ୍କା ମାଗିଥିଲେ। ପ୍ରାଇଭେଟ୍ କମ୍ପାନୀ ଟଙ୍କା ମାଗିବାରୁ ଏହି ୯ ଟି ଏସେଜି ଗ୍ରୃପୁ ଲୋନ ଟଙ୍କା ଦେଇ ପାରି ନଥିଲେ। ଯେହେତୁ ପ୍ରାଇଭେଟ୍ କମ୍ପାନୀରୁ ନିଜ ଏସ୍ଏଜି ଗ୍ରୃପୁ ନାମରେ ଋଣ ଟଙ୍କା ଆଣି ବିଜେଡି ସମିତି ସଭ୍ୟା ଉମାରାଣୀ ପ୍ରଧାନ କୁ ଦେଇଥିଲେ।ସେ ରୁଣ ଟଙ୍କା ପରିସୋଧ ନକରି ୭ ଲକ୍ଷ ୮ ହଜାର ଟଙ୍କା ହରିଲୁଟ କରିି ଫେରାର ହୋଇ ଥିଲେ। ସେଥିପାଇଁ ଏସ୍ଏଜି ଗ୍ରୁପ ର ମହିଳା ମାନଙ୍କ ପରିବାର ଭିତରେ ବିଶୁଙ୍ଖଳିତ ହେଉଥିଲା ସେଥିପାଇଁ କାଳିଆପାଣି ଥାନା ରେ ଲିଖିତ ଅଭିଯୋଗ କରିଥିଲେ। ଲିଖିତ ଅଭିଯୋଗ ଗତ ତା ୧/୧୨/୨୩ ରିଖ ଦିନ ହୋଇଥିଲା। ଅଭିଯୋଗ ମୁତାବକ କାଳିଆପାଣି ଥାନା ଅଧିକାରୀ ଶୁସାନ୍ତ ଦାସ ଏକ ମାମଲା ରୁଜୁ କରି ହାତ ବାନ୍ଦି ବସିଥିଲେ l ଉମାରାଣୀ ପ୍ରଧାନ ଙ୍କୁ କେବେ ଗିରଫ କରାଯିବ ବୋଲି ସାଧାରଣରେ ଚର୍ଚ୍ଚା ଜୋର୍ ଧରିଛି । ବାଇଟି _ଡକ୍ଟର ପ୍ରଦିପି ବଳ ସାମନ୍ତ (ଟୁଟୁ ବିଜେପି ବିଧାୟକ ପ୍ରାର୍ଥୀ) ବାଇଟି _ମିନତି ଲୁହାର (ମାଆ ମଙ୍ଗଳା ଏସେଜି ଗ୍ରୃପୁ) ବାଇଟି _ସିଲିଭର ଟୋପ (କଳିଙ୍ଗନଗର ଅତିରିକ୍ତ ଆରକ୍ଷୀ) ତେବେ କେବେ ବିଜେଡି ସମିତି ସଭ୍ୟା ଉମାରାଣୀ ପ୍ରଧାନ ଙ୍କୁ ପୋଲିସ ଗିରଫ କରିବ ୭ ଲକ୍ଷ୍ୟ ୮ହଜାର ଟଙ୍କା ହରିଲୁଟ ହୋଇଥିବା ସେ ଟଙ୍କା ୯ ଟି ଏସେଜି ଗ୍ରୃପୁ ପାଇବେ ସେମାନଙ୍କ ଦୁଃଖ ଦୁର ହେବ ତାହା ଦେଖିବାକୁ ବାକି ରହିଲା। ସୁକିନ୍ଦା ବିଜେପି ବିଧାୟକ ପ୍ରାର୍ଥୀ ଡକ୍ଟର ପ୍ରଦିପି ବଳ ସାମନ୍ତ (ଟୁଟୁ ବାବୁ)ବାଇଟି ।
ଯାଜପୁର ରୁ ସତ୍ୟଜିତ ଷଡ଼ଙ୍ଗୀ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର
What's Your Reaction?






