।। ଏକ ଭବ୍ୟ ସମ୍ଭାଦନ ସଭା ଆୟୋଜନ କରାଯାଇଥିଲା ବିଜେପି କାର୍ଯ୍ୟଲୟ ଟିଟିଲାଗଡ ଠାରେ ।।

May 6, 2024 - 12:08
 0  12
।। ଏକ ଭବ୍ୟ ସମ୍ଭାଦନ ସଭା ଆୟୋଜନ କରାଯାଇଥିଲା ବିଜେପି କାର୍ଯ୍ୟଲୟ ଟିଟିଲାଗଡ ଠାରେ ।।

ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ଼ ବିଜେପି ପକ୍ଷରୁ ଗତ ୫/୫/୨୪ ସନ୍ଧ୍ୟାରେ ଏକ ସମ୍ଭାଦନା ସଭା ଆୟୋଜନ କରାଯାଇଥିଲା, ଏଥିରେ ପ୍ରୁର୍ବତନ ସଇଁତଳା ବିଧାୟକ ଶ୍ରୀ ଜଗେଶ୍ୱର୍ ବାବୁ , କାଲି ବଲାଙ୍ଗୀର ରେ ବିଜେପି ପକ୍ଷରୁ ମିଶ୍ରଣ ପର୍ବ ପାଳିତ ହୋଇଥିଲା,, କାଲି ବଲାଙ୍ଗୀର ରେ ବିଜେପି ରେ ଶ୍ରୀ ଜଗେଶ୍ୱର ବାବୁ ତାଙ୍କର କର୍ମୀ ମାନଙ୍କ ସହିତ ବିଜେପି ରେ ସାମିଲ ହେଲେ ,,,ତା ପରେ ସିଧା ଟିଟିଲାଗଡ ଆଶି ଥିଲେ ଓ ଏକ ଭଭ୍ୟ ସମ୍ଭଦନା ସଭା ଆୟୋଜନ କରାଯାଇଥିଲା ,, ଟିଟିଲାଗଡ ପ୍ରୁର୍ବତନ ନଗରପାଲ ସୁଭ୍ରାଶୁ ଦାସ, ଦେବେନ୍ଦ୍ର ସାହୁ, ନାରୀ ନେତ୍ରୀ ରଞ୍ଜୁ ରାଇମନ୍, ସମାଜ ସେବୀ ବିଜୟ ମେହେର, ଟିଟିଲାଗଡ ର ପୌର ପରିଷଦ ନଗର ପଳିକା ମମତା ଦେବୀ ଜୈନ, ଟିଟିଲାଗଡ ର ବିଜେପି ବିଧାୟକ ପ୍ରାର୍ଥୀ ନବୀନ ଜୈନ ମଞ୍ଚାଷିନ ହୋଇ ଥିଲେ,,,ଓ ମଞ୍ଚ ପରିଚାଳନା ସଞ୍ଜୀବ ତ୍ରିଫାଠୀ କରିଥିଲେ, ହଜାର ହଜାର କର୍ମୀ ମାନଙ୍କୁ ଶ୍ରୀ ଜଗେସ୍ୱର ବାବୁ ବିଜୟ ର ମନ୍ତ୍ର ଦେଇଥିଲେ , ଶେଷରେ ଚିନ୍ତାମଣି ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ଓ ସଭା ସମାପ୍ତ ହୋଇଥିଲା ।

 ଟିଟିଲାଗଡ ରୁ ବାଳକୃଷ୍ଣ ମିଶ୍ର ଙ୍କ ସହିତ ସତ୍ୟଜିତ ଷଡ଼ଙ୍ଗୀ ଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ