।। ଏକ ଭବ୍ୟ ବଣଭୋଜି ।।

Dec 17, 2023 - 20:05
Dec 18, 2023 - 08:10
 0  24
।। ଏକ ଭବ୍ୟ ବଣଭୋଜି ।।

ବଲାଙ୍ଗୀର ଜିଲ୍ଲା,, ଟିଟିଲାଗଡ ରେ,, ଆଜି, ଟିଟିଲାଗଡ ର ହାଟପଦା ପଡ଼ା,, ବୟସ ,୧୮ ରୁ ୮୦ ବୟସ ପର୍ଯ୍ୟନ୍ତ ସମସ୍ତ କୁ ଏକାଠି କରିବା , ସହଜ କଥା ନୁହେଁ,,, ଟିଟିଲାଗଡ , ୱାର୍ଡ ନମ୍ୱର, ୧୩,୧୪,୧୫, ସମସ୍ତେ ଏକାଠି ହୋଇ, ବେଲଗାଁ ନଦୀ ଖଣ୍ଡି ରେ ଏକ ବିରାଟ ବଣଭୋଜି ହୋଇଥିଲା,,, ସେଥିରେ ସବୁ ଜାତି , ସବୁ ଧର୍ମ ର ଲୋକ ମାନେ ଏକାଠି ହୋଇ ଥିଲେ,, ତାହା ମାନି ବାକୁ ପଡ଼ିଥିଲା,, ଯେ ସ୍ବାର୍ଥ ପର ଦୁନିଆ ରେ ଯେଉଁଠି ଖାଲି, ଅହଙ୍କାର ସେଠି ଏମିତି ଏକ ଭବ୍ୟ ବଣଭୋଜି ବା ମିଳନ ଏହା ଏକ ଗର୍ବ ର କଥା,, ଯେଉଁଠି ହିନ୍ଦୁ,ମୁସଲମାନ, ଖ୍ରୀଷ୍ଟିୟାନ, ଏକାଠି ଦେଖିବାକୁ ମିଳିଥିଲା,,, ବେଲଗାଁ ନଦୀ ଖଣ୍ଡିଖଣ୍ଡିରେ,,,, ସର୍ବ ପ୍ରଥମେ ପୂର୍ବତନ ଟିଟିଲାଗଡ,ର ନଗରପାଳ ଶୁଭ୍ରାଂଶୁ ଦାସ ଙ୍କ ସଭାପତିତ୍ବରେ ଏକ ସଭାର ଆହୋଜନ ହୋଇଥିଲା, ସେହି ସଭାରେ ସମସ୍ତ ବୈଜଷ୍ଟ ମାନେ କିଛି କିଛି ଉପଦେଷ୍ଟା ଦେଇ ଥିଲେ, ତା ପରେ ନାଚ ଗୀତ କରି, ଭୋଜି ଖାଇ ନିଜ ଘାରକୁ ଫେରିଥିଲେ,,, ଭୋଜି ର ଆୟୋଜକ କରିଥଲେ, ଶେଖର ସିଁନା, ଲିଙ୍ଗରାଜ ସାହୁ, ଶ୍ରୀ ପତି ସାହୁ, ନେପାଲ ଦାସ, ପ୍ରଭାକର ସରାଫ, ମହମ୍ମଦ ଖାଯୁ ଓ ସୁଧୀର ଘଡେ଼ଇ,, ।

ଟିଟିଲାଗଡ ରୁ ସତ୍ୟଜିତ ଷଡ଼ଙ୍ଗୀ ଙ୍କ ବାଳକୃଷ୍ଣ ମିଶ୍ର ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ