।। 50 ବର୍ଷ ପୂର୍ତ୍ତି ଉପଲକ୍ଷେ ମହିଳା ରଥ ଟାଣିଲେ ଓଡ଼ିଶାର ଉପମୁଖ୍ୟମନ୍ତ୍ରି ପ୍ରତିଭା ପରିଡ଼ା ।।

Jul 9, 2024 - 13:37
 0  15
।। 50 ବର୍ଷ ପୂର୍ତ୍ତି ଉପଲକ୍ଷେ ମହିଳା ରଥ ଟାଣିଲେ ଓଡ଼ିଶାର  ଉପମୁଖ୍ୟମନ୍ତ୍ରି ପ୍ରତିଭା ପରିଡ଼ା ।।

ଆଜି ହେଉଛି ଦ୍ୱିତୀୟ ଶ୍ରୀକ୍ଷେତ୍ର ର ପ୍ରଥମ ଦିନର ରଥ ଟଣା। ଜିଲ୍ଲାପାଳ, ଆରକ୍ଷୀ ଅଧିକାରୀ, କେବିନେଟ ମନ୍ତ୍ରୀ , ଉପମୁଖ୍ୟ ମନ୍ତ୍ରୀ ସହିତ ପ୍ରାୟ ଦୁଇଲକ୍ଷ ରୁ ଉର୍ଦ୍ଧ ଭକ୍ତ ଙ୍କ ଭିଡ ଦେଖିବାକୁ ମିଳିଥିଲା ଦ୍ୱିତୀୟ ଶ୍ରୀକ୍ଷେତ୍ର ର ବଡ଼ଦାଣ୍ଡ ରେ। ପ୍ରଥମେ ପ୍ରଭୁ ବଳଭଦ୍ର ଙ୍କ ରଥକୁ ମାଉସୀ ମା ମନ୍ଦିର ପହଞ୍ଚାଇ ବା ପରେ ଦେବୀ ସୁଭଦ୍ରା ଙ୍କ. ରଥକୁ ବଡ଼ଦାଣ୍ଡ ମଧ୍ୟ ରେ ଥିବା ଥାନା ସମ୍ମୁଖ ପର୍ଯ୍ୟନ୍ତ ଟାଣିଥିଲେ । ସେହିଭଳି ଆସନ୍ତା କାଲି ପ୍ରଥମେ ଦେବୀ ସୁଭଦ୍ରା ଙ୍କ ରଥକୁ ମାଉସୀ ମା ମନ୍ଦିର ପହଞ୍ଚାଇ ମହାପ୍ରଭୁ ଜଗନାଥଙ୍କ ରଥକୁ ଟାଣି ବେ ଭକ୍ତେ। ହଜାର ହଜାର ଭକ୍ତଙ୍କ ସମାଗମରେ ଶାନ୍ତି ଶୃଙ୍ଖଳା ସହ ପ୍ରଥମ ଦିନର ରଥଟଣା ସମାନ୍ତ ବହୁ କୀର୍ତ୍ତନ ପାଟି ତଥା ବିଭିନ୍ନ ପ୍ରକାର ଭକ୍ତିମୂଳକ ନାଚ ତଥା ଛଉ ନୃତ୍ୟ ପରିବେଶନ ହୋଇଥିଲା ରଥଟଣା ସମୟରେ, ହୁଳହୁଳି, ଶଙ୍ଖଧନି ଓ ଜୟ ଜଗନ୍ନାଥ ନାରାରେ ପ୍ରକମ୍ପିତ ହେଉଥିଲା ବଡ଼ଦାଣ୍ଡ, ବହୁ ସେଛାସେବି ସଙ୍ଗଠନ ମାନେ ପାନିୟ ଜଳ ତଥା ବିଭିନ୍ନ ପ୍ରକାର ସର୍ବତ ଟଙ୍କ ତୁରାଣି ଓ ବହୁ ଭେରାଇଟିର ଖାଦ୍ୟପାନିୟ ବିଭିନ୍ନ ସଙ୍ଗଠନ ତଥା ସେଛାସେବି ସଙ୍ଗଠନ ତରଫରୁ ବ୍ୟବସ୍ତା ହୋଇଥିଲା। ମଧୁବୈଶ୍ୟ ସମାଜ, ବା ମୟୂରଭଞ୍ଜର ଗୁଡ଼ିଆ ସମାଜ ତରଫରୁ ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ପାନିୟ ଜଳ ଏକ ଭିନ୍ନ ପ୍ରକାରର ପାନୀୟ ବ୍ୟବସ୍ତା କରାଯାଉଥିଲା । ଏଥିରେ ଏହି, ମଧୁ ବୈଶ୍ୟ ସମାଜର ସମସ୍ତ ମେମ୍ଵାର ଉପସ୍ତିତ ରହି ପରିବେଶନ କରୁଥିଲଏଥିରେ ସମ୍ପୁର୍ଣ୍ଣ ସହଯଗ କରିଥିଲେ ସେବା ହିଁ ପରମ ଧର୍ମ ଏଥିରୁ ପ୍ରମାଣିତ ହେଉଛି ମୟୁରଭଞ୍ଜ, ।

ବାରିପଦାରୁ -ଗୌର ଦାସଗିରି ଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡିଶା

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ