।। ହରିଜନ ଓ ଆଦିବାସୀ ଅଧିକାର ସୁରକ୍ଷା ମହାସଂଘ ମ:ରାମପୁରପକ୍ଷରୁ ୧୨ଘଣ୍ଟିଆ ବନ୍ଦ ଡାକରା ।।

ଆଜି ୨୧ ,୮ ,୨୦୨୪ ରିଖ ଭାରତ ର ଦିଲ୍ଲୀରୁ ପଲ୍ଲି ସହର ଠାରୁ ଗ୍ରାମ SC & ST ଅଧିକାର ମହାସଂଘ ଭାରତ ବନ୍ଦ୍ ଡାକ ଦିଆଯାଇଛି, ଭାରତ ସର୍ବୋଚ୍ଚ ନ୍ୟାୟାଳୟ ରାୟ ପ୍ରକାଶ ଉକ୍ତ ତା ୧ ,୮ ୨୦୨୪ ରିଖ ଦିନ ମାନ୍ୟବର୍ ଏକ ରାୟ SC ଓ ST ଙ୍କ ସାମ୍ବିଧାନିକ ଆରକ୍ଷଣ ପ୍ରତିନିଧିତ୍ୱ ସମାପ୍ତ କରି ସାଧାରଣ ବର୍ଗରେ ସାମିଳ କରିବା ପାଇଁ ଏକ ଷଡ଼ଯନ୍ତ୍ର କରିଛନ୍ତି ବୋଲି ପ୍ରକାଶ୍ କରିଛନ୍ତି ।ଏହାକୁ ST ଓ SC ଜାତିରେ ଅନ୍ତରଭୁତ ଜନସାଧାରଣ ତିବ୍ର ବିରୋଧ କରି ରାଜ ରାସ୍ତା କୁ ଓଲ୍ହାଇ ସରକାରୀ କାଯ୍ୟାଳୟ , ସ୍କୁଲ, କଲେଜ, ଦୋକାନ,ବଜାର, ବ୍ୟବସାୟିକ କେନ୍ଦ୍ର ଓ ଯିବା ଆସିବା ଗାଡ଼ି ମୋଟର ଆଦି ଚକ ବନ୍ଦ୍ କରିଛନ୍ତି ତ୍ୱତ୍ ଦ୍ୱାରା ଜନସାଧାରଣ ଙ୍କ ଅସୁବିଧା ଭୋଗିବାକୁ ପଢୁଛି, ମହାସଂଘ ଯୁକ୍ତି ବାଢିଛନ୍ତି ଯେ ଭାରତିୟ ସମ୍ବିଧାନ ର ଅନୁଛେଦ ୩୪୧ଓ ୩୪୨ ରେ ST ,SC ଜାତି ,ଜନଜାତି ଓ ମଧ୍ୟରେ ଉପଜାତିର ତାଲିକା ପ୍ରସ୍ତୁତ କରିବା ଯୁକ୍ତି ଯୁକ୍ତ ନୁହେଁ ଓ କେଉଁ ଜାତିକୁ ବାଦ୍ ଦେବା ଅଧିକାର୍ କେବଳ ମହାମହିମା ରାଷ୍ଟ୍ରପତିଙ୍କ କ୍ଷମତାଧିନ ଅଛି। ଭାରତିୟ ସମ୍ବିଧାନ୍ ସଂରକ୍ଷଣରେ ଅଣ ସାମ୍ବିଧାନିକ ହସ୍ତକ୍ଷେପ କରିବାକୁ ଏବଂ ST ପାଇଁ ୧୬%SC ଙ୍କ ପାଇଁ ୮% ଏବଂ A B C ବର୍ଗ ଙ୍କ ୮% ଭାଗପଡିବ ଏବଂ କିଏ କାହାର ଭାଗଖାଇପାରିବେ ନାହିଁ ଏବଂ A B ଶିକ୍ଷା , ଉଚ୍ଚ ସ୍ତରୀୟ କୋଚିଂ କରିପାରୁ ନଥିଲେ ତାଙ୍କ ଭାଗ ସେମାନେ ନେଇ ପାରିବେ ନାହିଁ।ଉପ ଜାତି ୧୬୦ ଟିIAS, IPSପଦବି କୁ(N F S) କରି ସାଧାରଣ ଵର୍ଗ ସାମିଲ କରାଯିବ।C ବର୍ଗକୁ ଦିଆଯିବ ନାହିଁ ବୋଲି ସର୍ବଭାରତିୟ ସଂଘ ନିଷ୍ପତି ନେଇ ବନ୍ଦ ଡାକରାଦେଇଛି । ସାଧାରଣ ତ କଳାହାଣ୍ଡି ଜିଲ୍ଲା ରେ ଜିଲ୍ଲା ସ୍ଥରିୟ ବନ୍ଦ ଡାକରା ଜିଲ୍ଲା ସଭାପତି ନେତ୍ରୁତ୍ବ ରେ ଶହ ଶହ ସଂଖ୍ୟାରେ ଅନୁସୁଚିତ ଜାତି ଓ ଜନ ଜାତି ସଂପ୍ରଦାୟ ଏକତ୍ରିତ ହୋଇ ବନ୍ଦ୍ ଡାକରାରେ ଅଂଶ ଗ୍ରହଣ କରିଥିଲେ।।
ରାମପୁର ରୁ ବାରୁ ମାଝୀ ଙ୍କ ରିପୋର୍ଟ ଫାଷ୍ଟ ନିୟୂଜ୍ ଓଡ଼ିଶା
What's Your Reaction?






