।। ଶ୍ରମ କୋର୍ଡ଼କୁ ବାତିଲ କରିବା ଦାବିରେ 23 ସେପ୍ଟେମ୍ବର କୁ କଳା ଦିବସ ରୂପେ ପାଳନ ଅବସରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମୋଦୀ ସରକାର କଂ କୁଶପୁତ୍ତଳିକା ଦାହ ।।

Sep 23, 2024 - 23:36
 0  10
।। ଶ୍ରମ କୋର୍ଡ଼କୁ ବାତିଲ କରିବା ଦାବିରେ 23 ସେପ୍ଟେମ୍ବର  କୁ କଳା ଦିବସ  ରୂପେ ପାଳନ ଅବସରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମୋଦୀ ସରକାର କଂ କୁଶପୁତ୍ତଳିକା ଦାହ ।।

ଚଳିତ ମାସ 23 09 2024 ତାରିଖ ଦିନ ମିଳିତ ଶ୍ରମିକ ସଂଗଠନ ପକ୍ଷରୁ ରାୟଗଡା ଡାକବଙ୍ଗଳା ଠାରୁ ଏକ ଶୋଭାଯାତ୍ରା ବାହାରି DLO କାର୍ଯ୍ୟାଳୟ ସମ୍ମୁଖରେ ଶ୍ରମ ବୋଡ ଓ ଘରୋଇ କରଣ କୁ ବାତିଲ କରିବା ଦାବୀରେ କଳା ଦିବସ ପାଳନ କରାଯାଇଛି l କେନ୍ଦ୍ର ସରକାରଙ୍କୁ କେନ୍ଦ୍ରୀୟ ଶ୍ରମିକ ସଂଗଠନ ଓ ସ୍ଵାଧିନ ଫେଡ଼େରେସନ ସମୂହ ପକ୍ଷରୁ ବାରମ୍ବାର କୋର୍ଡ଼କୁ ବାତିଲ କରିବା ଲାଗି ଦାବି ଜଣାଉଥିଲେ ସୁଧା କେନ୍ଦ୍ର ସରକାର ଶ୍ରମ କୋର୍ଡ଼କୁ ଲାଗୁ ଲାଗି ଉଦ୍ଯମ ଜାରି ରଖିବା ଏକ ନିନ୍ଦନୀୟ ଘଟଣା। ଏଠାରେ ଉଲ୍ଲେଖ ଥାଉକି ମୋଦୀ ସରକାର ୨୦୨୦ ସେପ୍ଟେମ୍ବର ପ୍ଟେମ୍ବର ୨୨ ରେ ଶ୍ରମ କୋର୍ଡ଼କୁ ସଂସଦରେ କୌଣସି ଚର୍ଚ୍ଚା ନ କରି କୋର୍ଡ଼ର କିଛି ଅଂଶକୁ ପାସ୍‌ କରିଥିବାରୁ ଥିବାରୁ ତାହାକୁ ନିନ୍ଦା କରିବା ସହିତ ୨୦୨୪ ସେପ୍ଟେମ୍ବର ୨୩ କୁ କଳା ଦିବସ ଭାବେ ପାଳନ କରିବା ଅବସରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ନରେନ୍ଦ୍ର ମୋଦୀ କଂ କୁଶ ପୁତ୍ତଳିକା ଦାହ କରାଯାଇଛି । ଶ୍ରମ ବୋର୍ଡ ବାତିଲ କରିବା, ଦେଶର ସମ୍ପତ୍ତି କର୍ପୋରେଟ ମାନଙ୍କୁ ବିକ୍ରି ବଦଂ କରିବା, ଶ୍ରମିକ ମାନଙ୍କୁ ସର୍ବନିମ୍ନ ମଜୁରି 34000 ଟକାଂ କରିବା, ଶ୍ରମିକ ଛଟେଇ ବନ୍ଦ କରିବା, ସ୍କିମ୍ ୱାର୍କରସ ମାନକୁଂ ଶ୍ରମିକ ମାନ୍ୟତା ଯୋଗାଇ ଦେବା ଦାବୀ ନେଇ ଶ୍ରମିକ ନେତା ତ୍ରିପତି ଗମାଙ୍ଗ,ମୂର୍ତ୍ତୀ ମିଣିଆକା, ଆଛାନା ମଣ୍ଡାଙ୍ଗି, ଭବାନୀ ଶଙ୍କର ଜେନା ଓ ବଳରାମ କୈଶଲ୍ୟା Y ଶାମ୍ବା ମୂର୍ତ୍ତି ଅନାନ୍ୟ ନେତାଗଣ କେନ୍ଦ୍ର ସରକାର ଶ୍ରମିକ ମାରଣା ନିତି କୁ ତିବ୍ର ସମାଲୋଚନା କରିଥିଲେ।ଓ I N T U C, ଭବାନୀ ଶଙ୍କର ଜେନା , ରୁନା ନାୟକ AICCTU, ତ୍ରିପତି ଗମାଙ୍ଗ, ମୂର୍ତ୍ତୀ ମିଣିଆକା, ଆଛାନା ମଣ୍ଡାଙ୍ଗି AITUC ବଲରାମ କୌଶଲ୍ୟା CITU ହରେଦ୍ରନାଥ ହରିଚନ୍ଦନ, Y ଶାମ୍ବ ମୂର୍ତ୍ତୀ, ସୁନିଲ ପ୍ରମୁଖ ଉପସ୍ଥିତ ରହିଥିଲେ।

ରାୟଗଡ଼ା ରୁ ସଞ୍ଜୟ କୁମାର ନାଗ ଙ୍କ ରିପୋର୍ଟ ଫାଷ୍ଟ ନିଉଜ୍ ଓଡ଼ିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ